ETV Bharat / state

ବିରଜା ମନ୍ଦିରରେ ଲାଗୁ ହେଲା 144 ଧାରା - ବିରଜା ମନ୍ଦିରରେ ଲାଗୁ ହେଲା 144 ଧାରା

ମା ବିରଜା ମନ୍ଦିରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରେ କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

Section 144 imposed in the Birja temple
ବିରଜା ମନ୍ଦିରରେ ଲାଗୁ ହେଲା 144 ଧାରା
author img

By

Published : Aug 20, 2020, 4:44 PM IST

Updated : Aug 20, 2020, 4:54 PM IST

ଯାଜପୁର: ମା ବିରଜା ମନ୍ଦିରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରେ କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ପୂର୍ବରୁ ମଧ୍ୟ କୋରୋନା କଟକଣା ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ ଲାଗିଛି ।

ବିରଜା ମନ୍ଦିରରେ ଲାଗୁ ହେଲା 144 ଧାରା

ତେବେ ମନ୍ଦିର ପରିସରରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । ଏହି କାରଣରୁ ଅଧିକ ଭିଡ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୧୪୪ ଧାରା ଆସନ୍ତା ୨୫ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Section 144 imposed in the Birja temple
ବିରଜା ମନ୍ଦିରରେ ଲାଗୁ ହେଲା 144 ଧାରା

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 20, 2020, 4:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.