ETV Bharat / state

ଜଳିଗଲା ଗାଈ ଗୁହାଳ, ଜୀବନ୍ତ ଜଳିଗଲେ ୮ ଗୋରୁ

author img

By

Published : Oct 8, 2021, 3:13 PM IST

ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁଆଁ ପଞ୍ଚାୟତର ପ୍ରତାପ ବେହେରାଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ଗୋରୁ । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡରେ 8 ଗୋରୁ ଜୀବନ୍ତ ଦଗ୍ଧ
ଭୟାବହ ଅଗ୍ନିକାଣ୍ଡରେ 8 ଗୋରୁ ଜୀବନ୍ତ ଦଗ୍ଧ

ଯାଜପୁର: ଆଖି ପିଛୁଳାକେ ସବୁକିଛି ଛାରଖାର । ଅଗ୍ନିକାଣ୍ଡରେ ଘରଦ୍ବାର ଜଳିପୋଡି ପାଉଁଶ । ତା ସହିତ ଜୀଅନ୍ତା ଜଳିଗଲେ ୮ ଗୋରୁ । ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁଆଁ ପଞ୍ଚାୟତର ପ୍ରତାପ ବେହେରାଙ୍କ ଗୁହାଳ ଘରେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ଭୟାବହ ଅଗ୍ନିକାଣ୍ଡରେ 8 ଗୋରୁ ଜୀବନ୍ତ ଦଗ୍ଧ

ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନକାଣ୍ଡ ଘଟିଛି । ଫଳରେ ୮ଟି ଗୋରୁ ଜୀବନ୍ତ ଦଗ୍ଧ ହେବା ସହିତ ୪ ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି । ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.