ETV Bharat / state

ରାସନ କାର୍ଡ ବଣ୍ଟନରେ ଅନିୟମିତତା, ତାତିଲେ ଭୂଇଁପୁର ଗ୍ରାମବାସୀ

author img

By

Published : Jul 11, 2020, 4:34 PM IST

ସରକାରୀ କାର୍ଯ୍ୟରେ ଅବହେଳା ବର୍ତ୍ତମାନ ସତେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଭୂଇଁପୁର ପଞ୍ଚାୟତରେ ।

Irregularity in ration card distribution, jajpur latest news, jajpur bhuinpur villagers, Irregularity in ration card distribution in jajpur, ରାସନ କାର୍ଡ ବଣ୍ଟନରେ ଅନିୟମିତତା, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରରେ ରାସନ କାର୍ଡ ବଣ୍ଟନରେ ଅନିୟମିତତା, ଯାଜପୁର ଭୂଇଁପୁର ଗ୍ରାମବାସୀ
ରାସନ କାର୍ଡ ବଣ୍ଟନରେ ଅନିୟମିତତା, ତାତିଲେ ଭୂଇଁପୁର ଗ୍ରାମବାସୀ

ଯାଜପୁର: ସରକାରୀ କାର୍ଯ୍ୟରେ ଅବହେଳା ବର୍ତ୍ତମାନ ସତେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଭୂଇଁପୁର ପଞ୍ଚାୟତରେ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗାଁରେ ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ।

ଏନେଇ ଶନିବାର ଗ୍ରାମବାସୀ ଏକତ୍ରିତ ହୋଇ ଯାଜପୁର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ତେଣେ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଜିଛି ଗ୍ରାମବାସୀଙ୍କ ଦାବି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.