ETV Bharat / state

ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

author img

By

Published : Jan 9, 2020, 6:49 PM IST

ବକେୟା ପାଉଣା ମିଳୁନଥିବାରୁ ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଧର୍ମଶାଳାର କୃଷକ ସାଥୀ।

farmer sathi on protest, jajpur latest news, farmer sathi protest in jajpur, ଯାଜପୁରରେ କୃଷକ ସାଥୀଙ୍କ ଧାରଣା, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଧାରଣାରେ କୃଷକ ସାଥୀ
ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

ଯାଜପୁର: ବକେୟା ପାଉଣା ମିଳୁନଥିବାରୁ ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଧର୍ମଶାଳାର କୃଷକ ସାଥୀ। ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ନିଯୁକ୍ତ ଥିବା କୃଷକ ସାଥୀମାନେ 1000 ଟଙ୍କା ବେତନରେ କାର୍ଯ୍ୟ କରୁଛନ୍ତି । ନିକଟରେ ସରକାର ସାଥୀମାନଙ୍କ ଦରମା ବୃଦ୍ଧି କରିଥିବାରୁ ବକେୟା ବର୍ଦ୍ଧିତ ରାଶି 5000 ଟଙ୍କା ଅନ୍ୟ ସବୁ ବ୍ଲକରେ କୃଷକ ସାଥୀମାନେ ପାଇସାରିଥିବା ବେଳେ ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ସାଥୀମାନେ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବକେୟା ପାଉଣା ପ୍ରଦାନ ଦାବିରେ ଧାରଣାରେ କୃଷକ ସାଥୀ

ମାସ ମାସ ଧରି ଧର୍ମଶାଳା କୃଷି ବିଭାଗ ସହ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ ଏହା ମିଳିପାରୁନାହିଁ । ଫଳରେ ତୁରନ୍ତ ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଲାଗି କୃଷକ ସାଥୀମାନେ ଦାବି କରି ଧାରଣା ଦେଇଛନ୍ତି । ଅନ୍ୟପଟେ କୃଷି ଉପ ନିର୍ଦ୍ଦେଶକ କହିଛନ୍ତି ବୈଷୟିକ ତ୍ରୁଟି କାରଣରୁ ତାହା ମିଳିପାରିନାହିଁ । ଖୁବଶୀଘ୍ର ଧର୍ମଶାଳା କୃଷକ ସାଥୀମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                               ଭିଜୁଆଲ:ଧାରଣା
ତାରିଖ:୦୯.୦୧.୨୦୨୦
ରିପୋର୍ଟ:gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ।
ଆଙ୍କର
ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ ଯୋଜନା ପହଚାଂଇବା ଲାଗି ନିଯୁକ୍ତ ଥିବା କୃଷକ ସାଥୀ ମାନେ ୧୦୦୦ ଟଙ୍କା ବେତନ ରେ କାର୍ଯ୍ୟ କରୁଛନ୍ତି । ନିକଟ ରେ ସରକାର ସାଥୀ ମାନଙ୍କ ଦରମା ବୃଦ୍ଦି କରିଥିବାରୁ ବକେୟା ବର୍ଦ୍ଦିତ ରାଶି ୫୦୦୦ ଟଙ୍କା ଅନ୍ୟ ସବୁ ବ୍ଲକ ରେ କୃଷକ ସାଥୀ ମାନେ ପାଇସାରିଥିବା ବେଳେ ଧର୍ମଶାଳା ବ୍ଲକ ରେ କାର୍ଯ୍ୟରତ ସାଥୀ ମାନେ ଏହା ପାଇବାରୁ ବଂଚିତ ହୋଇଛନ୍ତି । ମାସ ମାସ ଧରି ଧର୍ମଶାଳା କୃଷି ବିଭାଗ ସହ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଙ୍କୁ ଜଣାଇଲା ପରେ ଏହା ମିଳିପାରୁନାହିଁ । ତୁରନ୍ତ ଏହି ବର୍ଦ୍ଦିତ ପ୍ରାପ୍ୟ ପ୍ରଦାନ ଲାଗି କୃଷକସାଥୀ ମାନେ ଦାବୀ କରି ଧାରଣା ଦେଇଛନ୍ତି । ଅନ୍ୟପଟେ କୃଷି ଉପନିର୍ଦ୍ଦେଶକ କହିଛନ୍ତି ବୈଷୟିକ ତ୍ରୁଟି କାରଣରୁ ତାହା ମିଳିପାରିନାହିଁ । ଖୁବ ଶୀଘ୍ର ଧର୍ମଶାଳା କୃଷକ ସାଥୀ ମାନଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ କରାଯିବ ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.