ETV Bharat / state

ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା, ଆଶ୍ବସ୍ତ ଲୋକେ - jajpur elephant news

ପ୍ରାୟ 10 ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ ଜିଲ୍ଲାର ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଏହା ପରେ ଏହି ହାତୀକୁ କଟକ ଡାଳିଯୋଡା ରେଞ୍ଜ ଅଧିନସ୍ଥ କୁସୁନପୁର ଜଙ୍ଗଲକୁ ନିଆଯାଇଛି । ଅଧିକ ପଢନ୍ତୁ...

elephant tranquilized in jajpur
ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା
author img

By

Published : Jan 28, 2020, 12:03 PM IST

ଯାଜପୁର: ପ୍ରାୟ 10 ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାକୁ ଜିଲ୍ଲାର ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଏହା ପରେ ଏହି ହାତୀକୁ କଟକ ଡାଳିଯୋଡା ରେଞ୍ଜ ଅଧିନସ୍ଥ କୁସୁନପୁର ଜଙ୍ଗଲକୁ ନିଆଯାଇଛି । କଡା ସୁରକ୍ଷା ସହ ହାତୀର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ସ୍ଥାନାନ୍ତର କରାଯାଇଛି । ହାତୀକୁ କାବୁ କରିବା ପରେ ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି । ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଆଶ୍ବସ୍ତ ହୋଇଛନ୍ତି ।

ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

Intro:ଯାଜପୁର:ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ।ଗତ 10 ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି 4 ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲ ରେ ବନ ବିଭାଗ ଟ୍ରଙ୍କୁଲାଇଜ କରାଯାଇ କାବୁ କରାଯାଇଥିଲା। ଆଜି ଦନ୍ତା ହାତୀ ଏକ ବଡ଼ ଟ୍ରକ ରେ ଉଦ୍ଧାର କରାଯାଇ କଟକ ଡାଲିଯୋଡ଼ା ରେଞ୍ଜ ର କୁସୁନପୁର ଜଙ୍ଗଲ କୁ ନିଆଯାଇଛି। କଡା ସୁରକ୍ଷା ମଧ୍ୟରେ ଓ ହାତୀର ସ୍ୱାସ୍ତ୍ୟ ପରୀକ୍ଷା କରିବା ପରେ ତାକୁ ସ୍ଥାନାନ୍ତର କରାଯାଇଛି। ହାତୀକୁ କାବୁ କରିବା ପରେ ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଛି। ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳ ବସି ଆଶ୍ୱସ୍ତ ହୋଇଛନ୍ତି।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.