ETV Bharat / state

ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଅଭିଯୁକ୍ତ ପ୍ରେମିକ ଗିରଫ - jajpur news

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ପ୍ରତାରଣା । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ଗୁରୁବାର ମଙ୍ଗଳପୁର ପୋଲିସ ଉଭୟ ରୋହିତ ଓ ଯୁବତୀଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ରୋହିତକୁ କୋର୍ଟ ଚାଲାଣ କରିଛି ।

ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଅଭିଯୁକ୍ତ ପ୍ରେମିକ ଗିରଫ

author img

By

Published : Aug 20, 2020, 3:47 PM IST

ଯାଜପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ପ୍ରତାରଣା । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ପ୍ରେମିକା ହେଲା ଯାଜପୁର ବିଞ୍ଝାରପୁର ଥାନା ବାଲିଚନ୍ଦ୍ରପୁର ଗାଁ ଉଦୟନାଥ ଓଝାଙ୍କ ପୁଅ ରୋହିତ ।

ସୂଚନାନୁସାରେ, ରୋହିତ ମଙ୍ଗଳପୁର ଥାନା ବିରିପଟା ଗାଁର ଜଣେ ଜନୈକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ତା' ସହ ଶାରିରୀକ ସମ୍ପର୍କ ରଖିଥଲା । ହେଲେ ପରେ ସେ ଯୁବତୀ ଜଣଙ୍କୁ ଧରାଛୁଆଁ ଦେଇନଥିଲା । ଏନେଇ ଯୁବତୀ ଜଣକ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଯୁବତୀ ଜଣକ ଅଭିଯୁକ୍ତ ରୋହିତଙ୍କ ଘର ଆଗରେ ଧାରଣାରେ ବସିଥିଲେ । ପରେ ପୋଲିସ ରୋହିତକୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ।

ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଅଭିଯୁକ୍ତ ପ୍ରେମିକ ଗିରଫ

ଗୁରୁବାର ମଙ୍ଗଳପୁର ପୋଲିସ ଉଭୟ ରୋହିତ ଓ ଯୁବତୀଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ରୋହିତକୁ କୋର୍ଟ ଚାଲାଣ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.