ETV Bharat / state

ସୁରଟରୁ ଯାଜପୁରକୁ ଫେରିଲେ 105 ପ୍ରବାସୀ ଓଡ଼ିଆ

author img

By

Published : May 4, 2020, 1:14 PM IST

ସୁରଟରୁ ଯାଜପୁରକୁ ଫେରିଲେ 105 ପ୍ରବାସୀ ଓଡ଼ିଆ । ସମସ୍ତଙ୍କର କରାଗଲା ସ୍ବାସ୍ଥ୍ୟ ପରୀକ୍ଷା । ଅଧିକ ପଢନ୍ତୁ....

105 migrants from Surat returned to Jajpur
ସୁରାଟରୁ ଯାଜପୁରକୁ ଫେରିଲେ 105 ପ୍ରବାସୀ ଓଡ଼ିଆ

ଯାଜପୁର: ସୁରଟରୁ ଯାଜପୁର ଜିଲ୍ଲାକୁ ଫେରିଲେ 105 ପ୍ରବାସୀ ଓଡ଼ିଆ । ସୋମବାର ସକାଳେ ସେମାନେ 2ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ ଅଟକାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ପରେ ସେମାନଙ୍କୁ ବିଭିନ୍ନ ବ୍ଲକକୁ ପଠାଯାଇଛି । ଏମାନେ ବିନା ସୂଚନାରେ ପହଞ୍ଚି ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏମାନଙ୍କ ମଧ୍ୟରୁ ଧର୍ମଶାଳା ବ୍ଳକ 16, ବରୀ 6, ଯାଜପୁର 53 ,ବଡ଼ଚଣା 6, ସୁକିନ୍ଦାର 1, ବିଞ୍ଝାରପୁରର 2, ରସୁଲପୁର 20 ଓ କୋରେଇ ବ୍ଲକ ଅଞ୍ଚଳର ଜଣେ ଥିବା ଜଣାପଡିଛି । ସମସ୍ତେ ସେମାନଙ୍କ ପଞ୍ଚାୟତରେ କରାଯାଇଥିବା କ୍ବାରେଣ୍ଟାଇନ ଗୃହରେ ରହିବେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.