ETV Bharat / state

ପାରାଦୀପ ସମୁଦ୍ର କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

author img

By

Published : Sep 1, 2019, 9:09 PM IST

ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ସମୁଦ୍ର କୂଳରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଜଗତସିଂହପୁର: ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ସମୁଦ୍ରକୂଳରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଛି । ପ୍ରଥମେ ସ୍ଥାନୀୟ ବାସିନ୍ଦା ସମୁଦ୍ର କୂଳରେ ଏହି ଗଳିତ ମୃତଦେହ ଦେଖବାକୁ ପାଇଥିଲେ। ଏହାପରେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ପାରାଦ୍ବୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାରୁ ପରଦା ଉଠିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲାର ପାରାଦୀପ ସମୁଦ୍ରତଟ ଷଣ୍ଡକୁଦ ନିକଟରୁ ମହିଳାଙ୍କ ଗଳିତ ସବ ଉଧାର କରିଛି ପାରାଦୀପ ପୋଲିସ୍।ଆଜି ଅପରାହ୍ନରେ ଷଣ୍ଡକୁଦ ବସ୍ତି ନିକଟ ସମୁଦ୍ର କୁଳରେ ଏକମହିଳା ଙ୍କ ମୃତଦେହ ପଡିଥିବା ସ୍ତାନିୟ ଲୋକେ ଦେଖିବାକୁ ପାଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ତଳରେ ପହଛି ସବକୁ ଜବତ କରିଛି। ପାରିପାର୍ସକ ଅବସ୍ତାରୁ ପୋଲିସ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରିଛି।ପୋଷ୍ଟ ମଟମ ରିପୋଟ୍ ଆସିଲେ ଘଟଣାଉପରୁ ପରଦା ଉଠିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।Body:ଜଗତସିଂହପୁରConclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.