ETV Bharat / state

ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇର ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ

author img

By

Published : Apr 23, 2021, 11:02 PM IST

କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟି ଡାକରାରେ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ କାଯ୍ୟଳୟ ସମୁଖରେ ବିକ୍ଷୋଭ ପରିଦର୍ଶନ । ଅଧିକ ପଢନ୍ତୁ....

ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇର ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ
ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇର ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ

ଜଗତସିଂହପୁର: କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କମିଟି ଡାକରାରେ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ କାଯ୍ୟଳୟ ସମୁଖରେ ବିକ୍ଷୋଭ ପରିଦର୍ଶନ କରାଯାଇଛି । ସିପିଆଇଏମର ଜିଲ୍ଲା ସମ୍ପାଦକ ତଥା ସିଆଇଟିୟୁର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାର ସିପିଆଇଏମ କର୍ମୀମାନେ ଯୋଗଦେଇ ବିଜୁଳି ଶୁକ୍ଳ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରଦାମ ବୁଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଥିଲେ ।

ଏହି ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚଦଫା ଦାବି ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ମୂଲ୍ୟ ବୁଦ୍ଧି ପତ୍ୟାହାର, ଦରଦାମ ବୁଦ୍ଧି ହ୍ରାସ, ସମସ୍ତଙ୍କୁ ମାଗଣା କୋରୋନା ଟୀକା ପ୍ରଦାନ, ସମସ୍ତ ଗରିବ ପରିବାରକୁ ମାସିକ ୭ ହଜାର ପ୍ରଦାନ । ଜିଲ୍ଲା କମିଟି ସଭ୍ୟ ଗଣେଶଚନ୍ଦ୍ର ମାଣିଆ, ବେଣୁଧଦର ବାରିକ, ସିଆଇଟିୟୁର ପ୍ରମୁଖ ସଭ୍ୟମାନେ ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.