ETV Bharat / state

ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟିଲେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟର ପ୍ରତିନିଧି ଦଳ - ମିତଲ ଷ୍ଟିଲ ପ୍ଲାଣ୍ଟର ପ୍ରତିନିଧି ଦଳର ସୌଜନ୍ୟ ସାକ୍ଷାତ

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଠାରେ ଷ୍ଟିଲ ପ୍ରକଳ୍ପର ହେବ ତ୍ୱରାନ୍ୱିତ । ଏନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସୌଜନ୍ୟ ସାକ୍ଷାତ କରିଛି ଏକ ପ୍ରତିନିଧି ଦଳ(Mittal Steel Plant) । ଅଧିକ ପଢ଼ନ୍ତୁ

ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟିଲେ ମିତଲ ଷ୍ଟିଲ ପ୍ଲାଣ୍ଟର ପ୍ରତିନିଧି ଦଳ

author img

By

Published : Apr 26, 2022, 9:52 PM IST

ଜଗତସିଂହପୁର: ପାରାଦ୍ୱୀପରେ ଷ୍ଟିଲ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଆରସେଲର ମିତ୍ତଲ ନିପ୍ପୋନ ଷ୍ଟିଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ପ୍ରତିନିଧି ଦଳ ଜଗତସିଂହପୁର ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟିଲେ ମିତଲ ଷ୍ଟିଲ ପ୍ଲାଣ୍ଟର ପ୍ରତିନିଧି ଦଳ

ଏହି ପ୍ରତିନିଧି ଦଳରେ ଓଡ଼ିଶା ବ୍ରାଉନ ଫିଲଡ଼ ମୁଖ୍ୟ ଅରୁଣ ରଥ, ମୁଖ୍ୟ ପ୍ରଶାସକ ପିକେ ମହାନ୍ତି, ନିପ୍ପୋନ ଷ୍ଟିଲ ଇଣ୍ଡିଆ ମୁଖ୍ୟ ମଦନ ସେନ, ଲିଙ୍କନ ଆଣ୍ଡ ସିକ୍ୟୁରିଟି ମୁଖ୍ୟ ମିର୍ଥାସ ଠାକୁର, ବ୍ୟବସାୟ ରଣନୀତିକାର ରାଘବନ ପ୍ରମୁଖ ସାମିଲ ଥିଲେ ।

ଜଗତସିଂହପୁର ଜିଲ୍ଲାର ପାରାଦୀପ ସମେତ ସାରା ରାଜ୍ୟର ବିକାଶ ପାଇଁ ମିତ୍ତଲ ଗ୍ରୁପ ରାଜ୍ୟରେ ଶିଳ୍ପକୁ ପ୍ରାଧାନ୍ୟ ଦେବାକୁ ଉଦ୍ୟମ କରୁଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ମିତ୍ତଲ ପ୍ରତିନିଧି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.