ETV Bharat / state

ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ, ଉତ୍ତୋଳନ ସମୟରେ ଛିଡି ପଡିଲା ଜାତୀୟ ପତାକା

author img

By

Published : Jan 26, 2020, 12:22 PM IST

ଜିଲ୍ଲାସ୍ତରୀୟ 71 ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକା ଛିଡି ତଳେ ପଡିଯାଇଛି।

flag hoisting at jagatsinghpur
ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ, ଉତ୍ତୋଳନ ସମୟରେ ଛିଡି ପଡିଲା ଜାତୀୟ ପତାକା

ଜଗତସିଂହପୁର: ଜିଲ୍ଲାସ୍ତରୀୟ 71 ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକା ଛିଡି ତଳେ ପଡିଯାଇଛି।

ପତାକା ତଳେ ପଡିଥିବା ଦେଖି ଏସପି ପ୍ରକାଶ ରଙ୍ଗରାଜ ତଳୁ ଉଠାଇ ଆଣିଥିଲେ। ପରେ ଉତ୍ତୋଳନ ସ୍ତମ୍ବ ଖୋଲା ଯାଇ ପୁନର୍ବାର ପତାକା ଲଗାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏଥିରେ ବିଭିନ୍ନ ସ୍କୁଲ କଲେଜ ଆରକ୍ଷୀବାହିନୀ ଓ ସ୍କାଉଟ ଗାଇଡ ସାମିଲି ହୋଇଥିଲେ। ପରେ ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ରେ ଜିଲା ସ୍ତରୀୟ 71 ତମ,ସାଧାରଣ ତନ୍ତ୍ର ଦିବସ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତଳନ କରିବା ସମୟରେ ଜାତୀୟ ପତାକା ଛିଡି ତଳେ ପଡିଥିଲା।

Body: କିଛି ସମୟ ପତାକା ତଳେ ପଡିଥିବା ଦେଖି ଏସ ପି ପ୍ରକାଶ ରଙ୍ଗରାଜ ତଳୁ ଉଠାଇ ଆଣିଥିଲେ। ପରେ ଉତ୍ତଳନ ସ୍ତମ୍ବ, ଖୋଲା ଯାଇ ପୁନର୍ବାର ପତାକା ଲଗା ଯାଇଥିଲା।ଏହି ଘଟଣା କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ମନ୍ତ୍ରୀ ଜଗନ୍ନାଥ ସାରିକା ପତାକା ଉତ୍ତୋଳନ କରି ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ କଲେଜ ଆରକ୍ଷୀ ବାହିନୀ ଓ ସ୍କାଉଟ ଗାଇଡ଼ ପ୍ୟାରେଡ଼ ରେ ସାମିଲି ହୋଇଥିଲେ। ପରେ ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା।

Conclusion:ଜାତୀୟ ପତାକା ଛିଡି ପଡିବା ଘଟଣା କୁ ନେଇ ଚର୍ଚା ଜୋର ଧରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.