ETV Bharat / state

ପାରାଦ୍ବୀପ ଇଫକୋ କାରଖାନାରେ କୋରୋନା, ଜିଲ୍ଲାରୁ 85 ନୂଆ ଆକ୍ରାନ୍ତ - Covid-19

ଜିଲ୍ଲାରେ ଥମୁନି କୋରୋନା ସଂକ୍ରମଣ । ଆଜି(ଶନିବାର) 85 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Jagatsinghpur: including 32 positive from IFFCO paradeep, 85 New Covid-19 case reported Today
ପାରାଦ୍ବୀପ ଇଫକୋ କାରଖାନାରେ କୋରୋନା, ଜିଲ୍ଲାରୁ 85 ନୂଆ ଆକ୍ରାନ୍ତ
author img

By

Published : Sep 5, 2020, 10:55 PM IST

ଜଗତସିଂହପୁର: ଜିଲ୍ଲାରେ ଥମୁନି କୋରୋନା ସଂକ୍ରମଣ । ଆଜି(ଶନିବାର) 85 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲିକୁଦା ବ୍ଲକରୁ 1, ବିରିଡିରୁ 3, ଏରସମାରୁ 3, ଜଗତସିଂହପୁର ସଦରରୁ 2, ଜଗତସିଂହପୁର ସହରରୁ 10, କୁଜଙ୍ଗ ରୁ 21, ନାଉଙ୍ଗା ରୁ 4, ପାରାଦ୍ବୀପରୁ 36 ଓ ତିର୍ତ୍ତୋଲରୁ 6 ଜଣ ଙ୍କୁ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରୁ ଚିନ୍ତା ବଢାଇଛି ପାରାଦ୍ବୀପରେ ଥିବା ଇଫକୋ କାରଖାନା । ଆଜି ଏଠାରୁ ଏକ ସଙ୍ଗେ 32 ଜଣଙ୍କ ଠାରେ କୋରୋନା ଭୁତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଥିବା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟରେ କୁହାଯାଇଛି।

5 ତାରିଖ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2,213 କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 1,408 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 799 ରେ ରହିଛି।

ସମସ୍ତ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। କୋରୋନା ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ଜୀବନ ଗଲାଣି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.