ETV Bharat / state

୨ ବର୍ଷ ନିଯୁକ୍ତି ବନ୍ଦ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ - jagatsinghpur latest news

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ବନ୍ଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । କୋରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଯୁବ ସମାଜକୁ ପଥଭ୍ରଷ୍ଟ କରିବ ବୋଲି କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ...

୨ ବର୍ଷ ନିଯୁକ୍ତି ବନ୍ଦ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 15, 2020, 6:49 PM IST

ଜଗତସିଂହପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ବନ୍ଦ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟ ସରକାର କୋରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ଯୁବ ସମାଜକୁ ପଥଭ୍ରଷ୍ଟ କରିବ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହା ସହିତ ଜୋତା ପୋଲିସ୍ କରି ଅଭିନବ ଉପାୟରେ ଗଣଧାରଣା ଦେଇଥିଲେ ।

୨ ବର୍ଷ ନିଯୁକ୍ତି ବନ୍ଦ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ୨ବର୍ଷ ପାଇଁ ନିଯୁକ୍ତି ବନ୍ଦ ପ୍ରତିବାଦରେ ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜୋତା ପୋଲିସ୍ କରି ଅଭିନବ ଉପାୟରେ ଗଣଧାରଣା ଦେଇଥିଲେ । କଂଗ୍ରେସ ଅଭିଯୋଗ କରିଛି କୋରୋନା ମହାମାରୀ ସମୟରେ ଅନେକ ଯୁବକ ନଜର କର୍ମ ସଂସ୍ଥାନ ହରାଇ ବେକାର ହୋଇ ବୁଲୁଛନ୍ତି । ଏହି ସମୟରେ ସରକାର ନୂତନ ନିଯୁକ୍ତି ବନ୍ଦ ନିଷ୍ପତ୍ତି ସେମାନଙ୍କ ମଧ୍ୟରେ ହତାସାର ଭାବ ଷୃଷ୍ଠି କରିଛି ।

ରାଜ୍ୟ ସରକାର ତୁରନ୍ତ ଏହି କଠୋର ନିଷ୍ପତ୍ତି ପ୍ରତ୍ୟାହାର କରିବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କଂଗ୍ରେସ ଦାବୀକରିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ପ୍ରତିମା ମଲ୍ଲିକ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.