ETV Bharat / state

ଏଞ୍ଜେନ-ସେସୁର ମଧୁଚନ୍ଦ୍ରିକା, ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ସାଜୁଛି କାଳ - ellectric bill

ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ମିଟର ରିଡ଼ିଙ୍ଗକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର
author img

By

Published : Oct 11, 2019, 9:08 PM IST

ଜଗତସିଂହପୁର: ବିଦ୍ୟୁତ ମିଟର ରିଡ଼ିଙ୍ଗକୁ ନେଇ ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ । ଜିଲ୍ଲାରେ ଏକ ଘରୋଇ ଠିକା ସଂସ୍ଥା ଏଞ୍ଜେନ, ମିଟର ରିଡ଼ିଙ୍ଗ ଓ ବିଦ୍ୟୁତ ବିଲ ଆଦାୟକୁ କେନ୍ଦ୍ର କରି ଅସନ୍ତୋଷ ବ୍ୟକ୍ତ କରିଛି ଜିଲ୍ଲା ଉପଭୋକ୍ତା ସଂଘ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ଏନେଇ ସଂଘ ଉପଦେଷ୍ଟା ବାସୁଦେବ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ପକ୍ଷରୁ ମାସକୁ ଥରେ ମିଟର ରିଡ଼ିଙ୍ଗ ନିଆ ନଯାଇ 40ରୁ 45 ଦିନରେ ଏକାସଙ୍ଗେ ରିଡ଼ିଙ୍ଗ ନିଆଯାଉଛି। ଯାହାଫଳରେ ଉପଭୋକ୍ତାଙ୍କୁ ଅଧିକ ବିଦ୍ୟୁତ ଦେୟ ଦେବାକୁ ପଡୁଥିବାରୁ ଅଧିକ କ୍ଷତି ସହିବାକୁ ପଡୁଛି।

ଧାର୍ଯ୍ୟ ଦର ଅନୁସାରେ, ଡୋମେଷ୍ଟିକ କରେଣ୍ଟ ପାଇଁ ୟୁନିଟ ପିଛା 2 ଟଙ୍କା 50 ପଇସା ଦରରେ 50 ୟୁନିଟ ପର୍ଯ୍ୟନ୍ତ ଦେବାକୁ ପଡୁଥିବାବେଳେ 50 ୟୁନିଟ ପରେ ଉପଭୋକ୍ତାଙ୍କୁ ୟୁନିଟ ପିଛା 4.30 ପଇସା ଓ 100 ୟୁନିଟ ପରେ ହେଲେ 5 ଟଙ୍କା 30 ପଇସା ଦେବାକୁ ପଡ଼ୁଛି।

40 ରୁ 45 ଦିନ ପରେ ମିଟର ରିଡ଼ିଙ୍ଗ ନିଆଯାଉ ଥିବାରୁ ୟୁନିଟ ବଢି ଯାଉଛି । ଯାହାଦ୍ବାରା ବିଦ୍ୟୁତ ଉପଭୋକ୍ତା ଶୋଷଣର ଶିକାର ହେଉଛନ୍ତି । ଏସମ୍ପର୍କରେ ଆମେ ସେସୁ SDO ବାବୁଲି ବେହେରାଙ୍କୁ ପଚାରିବାରୁ ସେ ଚଳିତମାସରେ ମିଟର ରିଡ଼ିଙ୍ଗରେ ବିଳମ୍ବ ହୋଇଥିବା ସ୍ବୀକାର କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro: ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ମିଟର ରେଡ଼ିଙ୍ଗ କୁ ନେଇ ଅସନ୍ତୋଷ ଉପଭୋକ୍ତା ଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଘରୋଇ ଠିକା ସଂସ୍ଥା ଏନଜେନ କମ୍ପାନୀ, ମିଟର ରେଡ଼ିଙ୍ଗ ଓ ବିଦୂତ ବିଲ ଆଦାୟ କୁ କେନ୍ଦ୍ର କରି ଅସନ୍ତୋଷ ବ୍ୟକ୍ତ କରିଛି ଜିଲା ଉପଭୋକ୍ତା ସଂଘ। ସଂଘ ଉପଦେଷ୍ଟା ବାସୁଦେବ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ତରଫରୁ ମାସକୁ ଥରେ ମିଟର ରେଡ଼ିଙ୍ଗ ନିଆ ନଯାଇ 40ରୁ 45 ଦିନର ରେଡ଼ିଙ୍ଗ ଏକସଙ୍ଗେ ନିଆଯାଉଛି।ଯାହା ଫଳରେ ଉପଭୋକ୍ତା ଙ୍କୁ କ୍ଷତି ସହିବାକୁ ପଡୁଛି। ଧାର୍ଯ୍ୟ ଦର ଅନୁସାରେ ଡୋମେଷ୍ଟିକ କରେଣ୍ଟ ପାଇଁ ୟୁନିଟ ପିଛା 2 ଟଙ୍କା 50 ପଇସା ଦର ରେ 50 ୟୁନିଟ ପ୍ରଯନ୍ତ ଦେବାକୁ ପଡୁଥିବା ବେଳେ,50 ୟୁନିଟ ପରେ ଉପଭୋକ୍ତା ଙ୍କୁ ୟୁନିଟ ପିଛା4.30 ପଇସା,ଓ100 ୟୁନିଟ ପରେ 5, 30 ପଇସା ଦେବାକୁ ପଡ଼ୁଛି। 40 ରୁ 45 ଦିନ ପରେ ମିଟର ରିଡ଼ିଙ୍ଗ ନିଆଯାଉ ଥିବାରୁ ୟୁନିଟ ବଢି ଯାଉଛି।ଯାହା ଫଳରେ ବିଦୂତ ଉପଭୋକ୍ତା ଶୋଷଣ ର ଶିକାର ହେଉଛି। ଏସମ୍ପର୍କ ଆମେ ସେସୁ SDO ବାବୁଲି ବେହେରା ଙ୍କୁ ପଚାରିବାରୁ ସେ ଚଳିତ ମାସ ରେ ମିଟର ରିଡ଼ିଙ୍ଗ ରେ ବିଳମ୍ବ ହୋଇ ଥିବା ସିକ୍ୱାର କରିଥିଲେ।

Body:byt _ babuli behera _SDO_SESU
byt_ basudeb sarangi_ President_ zila upavhokta Sangha.

Conclusion:rpt_susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.