ETV Bharat / state

ଏସଭିଏମ କଲେଜ ପରିସର ପାଲଟିଲା ରଣକ୍ଷେତ୍ର

author img

By

Published : Jan 28, 2020, 5:57 AM IST

ଦୁଇ ଅଧ୍ୟାପକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଜଗତସଂହପୁର ଏସଭିଏମ କଲେଜ ପାଲଟିଲା ରଣକ୍ଷେତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

jagatsinghpur svm college
ଏସଭିଏମ କଲେଜ ପରିସର ପାଲଟିଲା ରଣକ୍ଷେତ୍ର

ଜଗତସିଂହପୁର: ଏସଭିଏମ କଲେଜ ପାଲଟିଲା ରଣଖେତ୍ର । ଦୁଇ ଅଧ୍ୟାପକଙ୍କ ମଧ୍ୟରେ ସଙ୍ଘର୍ଷ । କଲେଜ ଭିତରେ ପଶିଲେ ଭଡାଟିଆ ଗୁଣ୍ଡା । ବୁଲିଲା ବନ୍ଧୁକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏସଭିଏମ କଲେଜ ପରିସରରେ ।

ଏସଭିଏମ କଲେଜ ପରିସର ପାଲଟିଲା ରଣକ୍ଷେତ୍ର

କଲେଜର ଦୁଇ ଅଧ୍ୟାପକ ଧିରେନ ମହାନ୍ତି ଓ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ପୁର୍ବରୁ ବିବାଦ ରହିଥିଲା । ସୋମବାର ଦିନ ଏହା ଉଗ୍ରରୁପ ଧାରଣ କରିଥିଲା । ଅଧ୍ୟାପକ ଧିରେନ ମହାନ୍ତି କିଛି ଭଡାଟିଆ ଗୁଣ୍ଡାକୁ ଆଣି କଲେଜ ଭିତରେ ପଶିବା ସହ ବନ୍ଧୁକ ଦେଖାଇ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି କିଛି ଛାତ୍ର ଓ ଅଣଛାତ୍ର କଲେଜରେ ତାଲା ପକାଇ ଦେବା ସହ ନାରାବାଜି ଆରମ୍ଭ କରିଦେଇଥିଲେ ।

ଘଟଣା ବଢୁଥିବାର ଦେଖି କଲେଜ ଅଧକ୍ଷ୍ୟ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧ୍ୟାପକ ଧିରେନ ମହାନ୍ତିଙ୍କ ସହ ୨ଜଣ ଗୁଣ୍ଡା ଓ ଗୋଟିଏ ବନ୍ଧୁକ, କଲେଜ ପରିସରରେ ଥିବା ଗୋଟେ ସ୍କର୍ପିଓକୁ ଜବତ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଏସ୍ ଭି ଏମ୍ କଲେଜ ପାଲଟିଲା ରଣଖେତ୍ର।ଦୁଇ ଅଧ୍ୟାପକ ଙ୍କ ମଧ୍ୟରେ ସଙ୍ଘର୍ସ।କଲେଜ ଭିତରେ ପସିଲେ ଭଡାଟିଆ ଗୁଣ୍ଡା।ବୁଲିଲା ବନ୍ଧୁକ।ଏ ଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏସ୍ ଭି ଏମ୍ କଲେଜ ପରିସରରେ।Body:କଲେଜର ଦୁଇ ଅଧ୍ୟାପକ ଧିରେନ ମହାନ୍ତି ଓ ଜଗନାଥ ବେହେରା ଙ୍କ ମଧ୍ୟରେ ପୁର୍ବରୁ ବିବାଦ ରହିଥିଲା। ଆଜି ଏହା ଉଗ୍ରରୁପ ଧାରଣ କରିଥିଲା।ଅଧ୍ୟାପକ ଧିରେନ ମହନ୍ତି ଆଜିକିଛି ଭଡାଟିଆ ଗୁଣ୍ଡାକୁ ଆଣି କଲେଜ ଭିତରେ ପସିବା ସହ ବନ୍ଧୁକ ଦେଖାଇ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ।ଏହାକୁ ଦେଖି କିଛି ଛାତ୍ର ଓ ଅଣଛାତ୍ର କଲେଜ ରେ ତାଲା ପକାଇ ଦେବା ସହ ନାରାବାଜି ଆରମ୍ଭ କରିଦେଇଥିଲେ।Conclusion:ଘଟଣା ବଢୁଥିବାର ଦେଖି କଲେଜ ଅଧଖ୍ୟା ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଛି ଅଧ୍ୟପକ ଧିରେନ ମହାନ୍ତି ଙ୍କ ସହ ୨ଗୁଣ୍ଡ ୧ ବନ୍ଧୁକ କଲେଜ ପରିସରରେ ଥିବା ଗୋଟେ ସ୍କର୍ପିଓ କୁ ଜବତ୍ କରିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଈଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.