ETV Bharat / state

ଜିଲ୍ଲାସ୍ତରୀୟ ଯୁବ କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ

author img

By

Published : Nov 19, 2020, 6:25 PM IST

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଛି ନେହେରୁ ଯୁବ କେନ୍ଦ୍ର କମିଟି ବୈଠକ। ପଢନ୍ତୁ ଅଧିକ....

ଜିଲ୍ଲା ସ୍ତରୀୟ ଯୁବ କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭା ଗୃହରେ ନେହେରୁ ଯୁବ କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଜିଲ୍ଲାରେ ସ୍ବଚ୍ଛତା, ସବୁଜ ଗ୍ରାମ, ନିର୍ମାଣ, ଜଳ ସଂରକ୍ଷଣ ଓ ଜିଲ୍ଲାର ସମସ୍ତ ଗ୍ରାମ୍ୟ ପୋଖରୀକୁ ସଫା କରିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି ନେହେରୁ ଯୁବ କେନ୍ଦ୍ର । ଯାହା ସାମଗ୍ର ଜିଲାରେ ଲୋକାଦୃତ ହେଉଛି । ଏହି ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବ ବିଜୟିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.