ETV Bharat / state

ଜଗତସିଂହପୁରରେ ବିଦ୍ୟୁତକାଟ ଅଭିଯାନ ଆରମ୍ଭ କଲା ସେସୁ - curresnt disconnect in sesu

ଗୁରୁବାର ଠାରୁ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସେସୁ।

current disconnect
ବିଜୁଳି କଟା ଅଭିଯାନ ଆରମ୍ଭ କଲା ସେସୁ
author img

By

Published : Jan 16, 2020, 10:42 PM IST

ଜଗତସିଂହପୁର: ଗୁରୁବାର ଠାରୁ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ କରିଛି ସେସୁ। ସେସୁ ପକ୍ଷରୁ ଦିଅଯାଇଥିବା ଡେଡଲାଇନ ସରିଯିବା ପରେ ଗୁରୁବାର 27ଟି ବିଜୁଳି ବିଚ୍ଛିନ୍ନ ସ୍କ୍ବାର୍ଡ଼ ଗଠନ କରାଯାଇଛି।

ବିଜୁଳି କଟା ଅଭିଯାନ ଆରମ୍ଭ କଲା ସେସୁ

ବିଜୁଳି କଟିବା ଭୟରେ ଆଜି(ଗୁରୁବାର) ଗୋଟିଏ ଦିନରେ 7 ଲକ୍ଷ 50 ହଜାର ଟଙ୍କାର ବେକେୟା ଅର୍ଥ ଲୋକେ ଦେଇ ଦେଇଛନ୍ତି। ପ୍ରଥମ ଦିନରେ 60 ଟି କମାର୍ସିଆଲ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି।

ସେସୁ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଜିଲ୍ଲାରେ 28 ହଜାର 4 ଶହ 8 ଜଣଙ୍କୁ ବିଜୁଳି ବିଚ୍ଛିନ୍ନ ପାଇଁ ନୋଟିସ ଜାରି କରାଯାଇ ଥିବାବେଳେ ଏମାନଙ୍କ ଉପରେ 4 କୋଟି 97 ଲକ୍ଷ ଟଙ୍କାର ବକେୟା ପଡି ରହିଛି ।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲାରେ ଆଜିଠାରୁ ବିଜୁଳି କଟା ଅଭିଯାନ ଆରମ୍ଭ କରିଦେଇଛି ସେସୁ। ସେସୁ ପକ୍ଷରୁ ଦିଅ ଯାଇଥିବା ଡେଟ ଲାଇନ ସରିଯିବା ପରେ ଆଜି 27 ଟି ବିଜୁଳି ବିଚ୍ଛିନ୍ନ ସ୍କୁୱାଡ଼ ଗଠନ କରାଯାଇଛି।ବିଜୁଳି କଟିବା ଭୟରେ ଆଜି ଗୋଟିଏ ଦିନରେ ସାତ ଲକ୍ଷ ପଚାଶ ହଜାର ଟଙ୍କାର ବେକେୟ ଅର୍ଥ ଲୋକେ ଦେଇଦେଇଛନ୍ତି। ଆଜି ପ୍ରଥମ ଦିନ ରେ 60 ଟି କମାର୍ସିଆଲ ବିଜୁଳି ସଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ସେସୁ କତ୍ତୃପକ୍ଷ ଙ୍କ ସୂଚନା ମୁତାବକ ଜିଲାରେ 28 ହଜାର 4 ଶହ 8 ଜଣଙ୍କୁ ବିଜୁଳି ବିଚ୍ଛିନ୍ନ ପାଇଁ ନୋଟିସ ଜାରି କରାଯାଇ ଥିବା ବେଳେ ଏମାନଙ୍କ ଉପରେ 4 କୋଟି 97 ଲକ୍ଷ ଟଙ୍କା ର ବେକେୟ ପଡି ରହିଛି।

Body:byt ବିରଜା ପ୍ରସାଦ ପାଢି।
କାର୍ଯ୍ୟ ନିର୍ବାହୀ ଅଧିକାରୀ ସେସୁ,

Conclusion:report _susanta kumar patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.