ETV Bharat / state

ଝାଉଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ...

author img

By

Published : Feb 2, 2020, 11:17 PM IST

ପାରାଦୀପରେ ଯୁବକଙ୍କ ମୃତଦେହ ଉଦ୍ଧାର
ପାରାଦୀପରେ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପାରାଦୀପ ସଦର ଥାନା ଅନ୍ତର୍ଗତ ନୂଆବଜାର ନିକଟ ବସ୍ତିର ପ୍ରମୋଦ ପାମେଲା। ସେ ପେଷାରେ ଜଣେ ଡ୍ରାଇଭର।

ପାରାଦୀପରେ ଯୁବକଙ୍କ ମୃତଦେହ ଉଦ୍ଧାର

ତେବେ ପ୍ରମୋଦଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କୁ କେହି ହତ୍ୟାକାରୀ ଆତ୍ମହତ୍ୟା ରୁପ ଦେଇ ଟାଙ୍ଗିଦେଇ ଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରେ ଝୁଲନ୍ତା ଅବସ୍ତାରେ ଏକମୃତ ଦେହ ଉଧାର କରାଯାଇଛି। ମୃତକ ଜଣକ ହେଲେ ପାରାଦୀପ ସଦର ଥାନା ଅନ୍ତର୍ଗତ ନୂଆବଜାର ହରିବୋଲିଆ ମଠ ନିକଟ ବସ୍ତିର ପ୍ରମୋଦ ପାମେଲା। ସେ ପେଷାରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ତାଙ୍କୁ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କୁ କେହି ହତ୍ୟାକରୀ ଆତ୍ମହତ୍ୟା ରୁପ ଦେଇ ଟାଙ୍ଗିଦେଇ ଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ବିଭିନ୍ନ ଦିଗକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।Body:ଜଗତସିଂହପୁର ପାରାଦୀପ ସମୁଦ୍ର କୂଳ ନିକଟ ଝାଉଁ ଜଙ୍ଗଲ ଭିତରେ ଝୁଲନ୍ତା ଅବସ୍ତାରେ ଏକମୃତ ଦେହ ଉଧାର କରାଯାଇଛି। ମୃତକ ଜଣକ ହେଲେ ପାରାଦୀପ ସଦର ଥାନା ଅନ୍ତର୍ଗତ ନୂଆବଜାର ହରିବୋଲିଆ ମଠ ନିକଟ ବସ୍ତିର ପ୍ରମୋଦ ପାମେଲା। ସେ ପେଷାରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ତାଙ୍କୁ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କୁ କେହି ହତ୍ୟାକରୀ ଆତ୍ମହତ୍ୟା ରୁପ ଦେଇ ଟାଙ୍ଗିଦେଇ ଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ବିଭିନ୍ନ ଦିଗକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।Conclusion:Report Susanta patra
Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.