ETV Bharat / state

ପୂର୍ବ ଶତ୍ରୃତାରୁ ଯୁବକଙ୍କୁ ହତ୍ୟା

author img

By

Published : Mar 26, 2020, 10:17 AM IST

ଗଞ୍ଜାମ ପୋଲସରା ଥାନା ପାତାଳସିଙ୍ଗ ଗ୍ରାମରେ ପୂର୍ବ ଶତ୍ରୃତାରୁ ଯୁବକକୁ ହତ୍ୟା | ମୃତକ ଜଣକ ହେଲେ ଅଭିମନ୍ୟୁ ବିଶୋଇ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ ନେଉ ଯୁବକକୁ ହତ୍ୟା
ପୂର୍ବ ଶତ୍ରୁତାକୁ ନେଉ ଯୁବକକୁ ହତ୍ୟା

ଭଞ୍ଜନଗର: ପୋଲସରା ଥାନା ପାତାଳସିଙ୍ଗ ଗ୍ରାମରେ ପୂର୍ବ ଶତ୍ରୃତାରୁ ଯୁବକକୁ ହତ୍ୟା । ମୃତକ ଜଣକ ହେଲେ ଅଭିମନ୍ୟୁ ବିଶୋଇ ।

ତେବେ ଗ୍ରାମର ବୁଢ଼ା ଗୌଡ଼ ଓ ଅଭିମନ୍ୟୁ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ହେଲେ ବୁଢ଼ା ଗୌଡ଼ ଉତକ୍ଷିପ୍ତ ହୋଇ ଅଭିମନ୍ୟୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅଭିମନ୍ୟୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବ ଶତ୍ରୁତାକୁ ନେଉ ଯୁବକକୁ ହତ୍ୟା

ତେବେ ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.