ETV Bharat / state

ଶାଗୁଆନ କାଠ ଚୋରା ଚାଲାଣ, 3 ଗିରଫ

ବେଆଇନ ଭାବେ ପିକଅପ୍ ଭ୍ୟାନ ଯୋଗେ ଶାଗୁଆନ କାଠ ଚାଲାଣ । ଭ୍ୟାନକୁ ଜବତ କରିବା ସହ 3ଜଣଙ୍କୁ ଗିରଫ ।

author img

By

Published : Nov 28, 2019, 7:58 PM IST

wood-smuggling
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଶାଗୁଆନ କାଠ ଚୋରା ଚାଲାଣ । ବେଆଇନ ଭାବେ ପିକଅପ୍ ଭ୍ୟାନ ଯୋଗେ ଶାଗୁଆନ କାଠ ଚାଲାଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ବନାଞ୍ଚଳ ୁପକ୍ଷରୁ ଚଢାଉ କରାଯାଇ କାଠ ବୋଝେଇ ଭ୍ୟାନକୁ ଜବତ କରିବା ସହ 3ଜଣଙ୍କୁ ଗିରଫ କରାଯାଇଛି ।

ବନ ବିଭାଗ, ନରସିଂହଗଡ ବିଟ ପାଟପୁର ସେକ୍ସନ ପିପିଲିଗୁଡା ନିକଟରୁ 60 ହଜାରରୁ ଉର୍ଦ୍ଧ୍ବ ଶାଗୁଆନ କାଠ ଗଣ୍ଡି ଭ୍ୟାନ ଯୋଗେ ଛଣମେରୀ ଯାଉଥିବାର ସୂଚନା ପାଇଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବା ପାଟପୁର ଥାନା କଂସାମାରୀ ଗ୍ରାମର ଏନ ସତ୍ୟ ଦୋରା, ଏ. ହରି ଦୋରା ଓ ଗାଡି ଚାଳକ ଏସ୍. ରବିନ୍ଦ୍ର ଦୋରାଙ୍କୁ ଗିରଫ କରାଯାଇଛି ।

ଏହି ଚଢାଉରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାୟଙ୍କ ଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିବା ବେଳେ କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ମ୍ୟାକ୍ସ ପିକଅପ ଭ୍ୟାନ ଯୋଗେ ବେଆଇନ ଭାବେ ଶାଗୁଆନ କାଠ ଚାଲାଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ କାଠ ବୋଝେଇ ଭ୍ୟାନକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ବନାଞ୍ଚଳର ନରସିଂହଗଡ ବିଟ ପାଟପୁର ସେକ୍ସନ ପିପିଲିଗୁଡା ନିକଟରୁ ୬୦ ହଜାରରୁ ଉର୍ଦ୍ଧ୍ୱ ଶାଗୁଆନ କାଠ ଗଣ୍ଡି ବୋଝେଇ ପିକଅପ ଭ୍ୟାନକୁ ନେଇ ଛଣମେରୀ ଯାଉଥିବା ଖବର ପାଇ ଏଭଳି କାଠ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ପାଟପୁର ଥାନା କଂସାମାରୀ ଗ୍ରାମର ଏନ୍. ସତ୍ୟ ଦୋରା , ଏ. ହରି ଦୋରା ଏବଂ ଗାଡି ଚାଳକ ଏସ୍. ରବିନ୍ଦ୍ର ଦୋରା ଙ୍କୁ ଗିରଫ କରାଯାଇଛି । ୪୦ ଘନଫୁଟ ଶାଗୁଆନ କାଠ ମୋଟ ୨୧ ଟି କାଠ ଗଣ୍ଡି ସମେତ ଏକ ମ୍ୟାକ୍ସ ପିକଅପ ଭ୍ୟାନ କୁ ଜବତ କରାଯାଇଛି । ଏହି ଚଢାଉରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାୟଙ୍କ ଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିବା ବେଳେ କୋର୍ଟ ଚାଲାଣ କରାଯାଇଛି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.