ETV Bharat / state

ପାହାଡରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର

author img

By

Published : Aug 24, 2020, 2:01 PM IST

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟରେ ଥିବା ଏକ ପାହାଡ଼ ଉପରେ ଏକ ମହିଳାଙ୍କ ନରକଙ୍କାଳ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ଖପୁରି, ଚୁଡି ସହ ମହିଳାଙ୍କ ଅନ୍ତବସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି |

women skeleton
ପାହାଡରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର

ଭଞ୍ଜନଗର:ମହିଳାଙ୍କ ନରକଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟରେ ଥିବା ଏକ ପାହାଡ଼ ଉପରେ ଏକ ମହିଳାଙ୍କ ନରକଙ୍କାଳ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ଖପୁରି, ଚୁଡି ସହ ମହିଳାଙ୍କ ଅନ୍ତବସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି |

ପାହାଡରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର

ଖବର ପାଇ ପୋଲସରା ପୋଲିସ ପହଞ୍ଚି ଖପୁରି, ଚୁଡି ସହ ଅନ୍ତବସ୍ତ୍ର ଜବତ କରିଛି । ଏଥିସହ ଏହା ହତ୍ୟା ନା ଦୁଷ୍କର୍ମ ପରେ ହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ପହଞ୍ଚି ନମୂନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.