ETV Bharat / state

ଅବ୍ୟବସ୍ଥା ନେଇ ପ୍ରବାସୀ ଓଡିଆଙ୍କ ଅସନ୍ତୋଷ, ଛାଡିଲେ ସଙ୍ଗରୋଧ ଗୃହ

ପୁଣି ପ୍ରବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ସୁନାରିଝୋଳା ଗ୍ରାମ ପଞ୍ଚାୟତରେ । ସୋମବାର ସକାଳେ ପ୍ରାୟ 70ରୁ ଅଧିକ ପ୍ରବାସୀ ସୁରତରୁ ଫେରିଥିଲେ । ହେଲେ କ୍ବାରେନଣ୍ଟାଇନ ସେଣ୍ଟରର ଅବ୍ୟବସ୍ଥା ନେଇ ପ୍ରବାସୀମାନେ ସଙ୍ଗରୋଧ ଗୃହ ଛାଡିଥିଲେ ।

Migrant Odias are dissatisfied
ଅବ୍ୟବସ୍ଥା ନେଇ ପ୍ରବାସୀ ଓଡିଆଙ୍କ ଅସନ୍ତୋଷ, ଛାଡିଲେ ସଙ୍ଗରୋଧ ଗୃହ
author img

By

Published : May 26, 2020, 12:04 AM IST

Updated : May 26, 2020, 1:57 PM IST

ଭଞ୍ଜନଗର: ପୁଣି ପ୍ରବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ସୁନାରିଝୋଳା ଗ୍ରାମ ପଞ୍ଚାୟତରେ । ସୋମବାର ସକାଳେ ପ୍ରାୟ 70ରୁ ଅଧିକ ପ୍ରବାସୀ ସୁରତରୁ ଫେରିଥିଲେ । ସମସ୍ତ ପ୍ରବାସୀଙ୍କୁ ପ୍ରଶାସନ ପକ୍ଷରୁ ସୁନାରିଝୋଳା ଗ୍ରାମ ପଞ୍ଚାୟତର ଭେଟିସିଙ୍ଗି କ୍ଵାରେନଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

ଅବ୍ୟବସ୍ଥା ନେଇ ପ୍ରବାସୀ ଓଡିଆଙ୍କ ଅସନ୍ତୋଷ, ଛାଡିଲେ ସଙ୍ଗରୋଧ ଗୃହ

ହେଲେ କ୍ବାରେନଣ୍ଟାଇନ ସେଣ୍ଟରର ଅବ୍ୟବସ୍ଥା ନେଇ ପ୍ରବାସୀମାନେ ଅଭିଯୋଗ କରିଥିଲେ ସୁଦ୍ଧା କେହି ସେମାନଙ୍କ କଥାକୁ ଶୁଣିନଥିଲେ । ଶେଷରେ ପ୍ରବାସୀମାନେ କ୍ଵାରେନଣ୍ଟାଇନ ସେଣ୍ଟର ଛାଡି ପୁରା 7 କିଲୋମିଟର ଚାଲି ଚାଲି ଆସି କବିସୂର୍ଯ୍ୟନଗର ବ୍ଳକ ସମ୍ମୁଖରେ ପହଞ୍ଚିଥିଲେ । ଏନେଇ ପୋଲିସ ପ୍ରଶାସନ ବୁଝାସୁଝା କରିଥିଲେ ମଧ୍ୟ ପ୍ରବାସୀମାନେ ସେହି କ୍ଵାରେନଣ୍ଟାଇନ ସେଣ୍ଟରକୁ ଯାଇନଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : May 26, 2020, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.