ETV Bharat / state

ଦେଶୀମଦ ଆଡ୍ଡାରେ ଅବକାରୀ ବିଭାଗର ଚଢାଉ, 160ଲିଟର ମଦ ଜବତ - Ganjam news

ଗଞ୍ଜାମ ଜିଲ୍ଲାରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ବହୁ ପରିମାଣର ଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ କଲା ପୋଲିସ ।

liquore-seize-by-police-and-excise-department
ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 26, 2019, 11:17 PM IST

ବ୍ରହ୍ମପୁର: ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ବହୁ ପରିମାଣର ଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ହେଉଥିବା ପୋଚ ସାମଗ୍ରୀକୁ ନଷ୍ଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ଟି.ଗୋବିନ୍ଦପୁର ପଞ୍ଚାୟତର ଲଖରୀ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିଲା । ସୂଚନା ପାଇ ଅବକାରୀ ବିଭାଗର ଉପ ଅଧୀକ୍ଷକ ଅଜିତ କୁମାର ମହାପାତ୍ରଙ୍କ ସମେତ ବ୍ରହ୍ମପୁର ମୋବାଇଲ ଟିମ, ଚିକିଟି, ଦିଗପହଣ୍ଡି ସମେତ ପୋଲିସ ଟିମ୍ ମିଳିତ ଭାବରେଏହି ଚଢାଉ କରିଥିଲା । ଘଟଣାସ୍ଥଳରୁ ୪୧ ଟି ପ୍ଲାଷ୍ଟିକ ଡ୍ରମ , ଚାରୋଟି ରସରେ ଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ରହିଥିବା ପ୍ରାୟ ୨୨୫୦ କିଲୋଗ୍ରାମର ଗୁଡ ଓ ମହୁଲ ମିଶ୍ରିତ ସାମଗ୍ରୀକୁ ନଷ୍ଟ କରାଯାଇଥିବା ବେଳେ ୧୬୦ ଲିଟର ଦେଶୀ ମଦକୁ ଜବତ କରାଯାଇଛି । ଗତ କିଛି ଦିନ ଧରି ଅବକାରୀ ବିଭାଗ ପକ୍ଷରୁ ଏଭଳି ଦେଶୀ ମଦ ପ୍ରସ୍ତୁତ ଆଡ୍ଡା ଉପରେ ଚଢାଉ କରାଯାଇ ମଦ ଜବତ କରାଯିବା ସହ ପୋଚ କୁ ନଷ୍ଟ କରାଯାଉଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବେଆଇନ ଭାବରେ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ରେ ବହୁ ପରିମାଣର ଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ହେଉଥିବା ପୋଚ ସାମଗ୍ରୀ କୁ ନଷ୍ଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକର ଟି.ଗୋବିନ୍ଦପୁର ପଞ୍ଚାୟତର ଲଖରୀ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ବେଆଇନ ଭାବରେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗର ଉପ ଅଧିକ୍ଷକ ଅଜିତ କୁମାର ମହାପାତ୍ର ଙ୍କ ସମେତେ ବ୍ରହ୍ମପୁର ମୋବାଇଲ ଟିମ୍ ,ଚିକିଟି ,ଦିଗପହଣ୍ଡି ସମେତ ପୋଲିସ ଟିମ୍ ମିଳିତ ଭାବରେଏହି ଚଢାଉ କରିଥିବା ବେଳେ ଘଟଣାସ୍ଥଳରୁ ୪୧ ଟି ପ୍ଲାଶ୍ଟିକ ଡ୍ରମ , ଚାରୋଟି ରସରେ ଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ରହିଥିବା ପ୍ରାୟ ୨୨୫୦ କିଲୋଗ୍ରାମର ଗୁଡ ଓ ମହୁଲ ମିଶ୍ରିତ ସାମଗ୍ରୀ କୁ ନଷ୍ଟ କରାଯାଇଥିବା ବେଳେ ୧୬୦ ଲିଟର ଦେଶୀ ମଦ କୁ ଜବତ କରାଯାଇଛି । ଗତ କିଛି ଦିନ ଧରି ଅବକାରୀ ବିଭାଗ ପକ୍ଷରୁ ଏଭଳି ଦେଶୀ ମଦ ପ୍ରସ୍ତୁତ ଆଡ୍ଡା ଉପରେ ଚଢାଉ କରାଯାଇ ମଦ ଜବତ କରାଯିବା ସହ ପୋଚ କୁ ନଷ୍ଟ କରାଯାଉଥିବା ଦେଖିବାକୁ ମିଳିଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.