ETV Bharat / state

ଧାନ ବିଲରୁ ନରକଙ୍କାଳ ଉଦ୍ଧାର

author img

By

Published : Dec 14, 2019, 11:02 PM IST

ଧାନ ବିଲରୁ ନରକଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗାଁ ନିକଟ ବିଲରୁ ନରକଙ୍କାଳ ଉଦ୍ଧାର । ମୃତକ ଜଣକ ହେଲେ ବାଙ୍କତରା ଗ୍ରାମର ଗାଣ୍ଡୁ ନାଇକ (92) । ସେ ଦୀର୍ଘ 42 ଦିନ ହେଲା ନିଖୋଜ ଥିଲେ ।

human
human

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗାଁ ନିକଟ ବିଲରୁ ନରକଙ୍କାଳ ଉଦ୍ଧାର । ମୃତକ ଜଣକ ହେଲେ ବାଙ୍କତରା ଗ୍ରାମର ଗାଣ୍ଡୁ ନାଇକ (92) । ସେ ଦୀର୍ଘ 42 ଦିନ ହେଲା ନିଖୋଜ ଥିଲେ ।

ନରକଙ୍କାଳ ଉଦ୍ଧାର

ସୂଚନାନୁସାରେ, ଶନିବାର ଗାଁର କିଛି ମହିଳା ବିଲକୁ ଧାନ କାଟିବାକୁ ଯାଇଥିବାବେଳେ ବିଲରେ କଙ୍କାଳ ପଡିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ଗାଁକୁ ଖବର ଦେଇଥିଲେ । ତେବେ ନିଖୋଜ ଥିବା ଗାଣ୍ଡୁର ପରିବାର ଆସିଥିଲେ ପାଖରେ ପଡିଥିବା ଲୁଗାରୁ ଜାଣିପାରିଥିଲେ ଯେ, ଗାଣ୍ଡୁର କଙ୍କାଳ । ପରେ ପୋଲିସକୁ ନଜଣାଇ ପରିବାର ଲୋକେ ତାଙ୍କର ଶବ ସତ୍କାର କରିଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗ୍ରାମ ନିକଟ ବିଲ ମାଳ ରୁ ନରକଙ୍କାଳ ଉଦ୍ଧାର ମୃତକ ଜଣକ ହେଲେ ବାଙ୍କତରା ଗ୍ରାମର ଗାଣ୍ଡୁ ନାଇକ (92) ସେ ଦୀର୍ଘ 42 ଦିନ ହେଲା ନିଖୋଜ ଥିଲେ ସୂଚନା ପ୍ରକାରେ ଆଜି ଗ୍ରାମର କିଛି ମହିଳା ବିଲକୁ ଧାନ କାଟିବାକୁ ଯାଇଥିବାବେଳେ ବିଲ ରେ କଙ୍କାଳ ପଡିଥିବା ଦେଖିଥିଲେ ସଙ୍ଗେ ସଙ୍ଗେ ଗ୍ରାମ କୁ ଖବର ଦେଇଥିଲେ ନିଖୋଜ ଥିବା ଗାଣ୍ଡୁ ର ପରିବାର ଆସିଥିଲେ ପାଖରେ ପଡିଥିବା ଲୁଗାରୁ ଜାଣିପାରିଥିଲେ ଯେ ଗାଣ୍ଡୁ ର କଙ୍କାଳ ବୋଲି ପୋଲିସ କୁ ନ ଜଣାଇ ପରିବାର ଲୋକେ ତାଙ୍କର ଶବ ସତ୍କାର କରିଦେଇଛନ୍ତି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.