ETV Bharat / state

ପୋଲସରାରେ ବିଜେଡିର ପ୍ରଥମ ନିର୍ବାଚନୀ ପ୍ରଚାର - Bhanjanagr

ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ପ୍ରଚାର । ବରିଷ୍ଠ ରାଜନେତାଙ୍କ ସହ ଦଳୀୟ କର୍ମୀମାନେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ସାଥୀରେ ନେଇ ଗାଁ ଗାଁରେ ପ୍ରଚାର କରିଥିଲେ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭଞ୍ଜନଗର
author img

By

Published : Apr 1, 2019, 5:14 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ପ୍ରଚାର । ପୋଲସରା ସିଂହାସନି ମନ୍ଦିରରେ ପୂଜାର୍ଚ୍ଚନା କରି ମାଆଙ୍କ ପୀଠରେ ଦଳୀୟ କର୍ମୀଙ୍କ ସହ ଏକ ସାଧାରଣ ସଭା କରି ପୋଲସରା ବ୍ଳକର 2ଟି ପଞ୍ଚାୟତ ଗୋଛାବାଡି ଓ ପାଣ୍ଡିରିପଡା ରେ ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭଞ୍ଜନଗର

ଏଥିରେ ବହୁ ବରିଷ୍ଠ ରାଜନେତାଙ୍କ ସହ ଦଳୀୟ କର୍ମୀମାନେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ସାଥୀରେ ନେଇ ଗାଁ ଗାଁରେ ପ୍ରଚାର କରିଥିଲେ। ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

ପୋଲସରାରେ ବିଜେଡିର ପ୍ରଥମ ନିର୍ବାଚନୀ ପ୍ରଚାର 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.