ETV Bharat / state

ମୃଦୁପାନୀୟ ପିଇ ମହିଳା ଗୁରୁତର

ମୃଦୁପାନୀୟ ପିଇ ମହିଳା ଗୁରୁତର । ମୃଦୁପାନୀୟରେ ଝିଟିପିଟି ପଡିଥିବା ଜଣାପଡିଛି ।

author img

By

Published : May 11, 2019, 5:12 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ମୃଦୁ ପାନୀୟରୁ ଝିଟିପିଟି ବାହାରିଥିବା ବେଳେ ଏହାକୁ ପିଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାଙ୍କ ନାମ ସସ୍ମିତା ଭୂୟାଁ । ଗଜପତି ଜିଲ୍ଲା ପାର୍ତଡ଼ା ପଞ୍ଚାୟତ ଅଧିନ ଗର୍ବା ଗ୍ରାମରେ ଏଭଳି ଘଟଣା ଘଟିଛି ।

ସସ୍ମିତା ସଉଦା କିଣିବା ପାଇଁ ବଜାରକୁ ଯାଇଥିଲେ । ପ୍ରବଳ ଖରା କାରଣରୁ ସେ ଦୋକାନକୁ ଯାଇ ଏକ ମୃଦୁ ପାନୀୟ କିଣି ନେଇ ଆସିଥିଲେ । ଘରେ ପହଞ୍ଚି ଏହାକୁ ପିଇ ସାରିବା ପରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା ବୋଲି କହିଛନ୍ତି ସସ୍ମିତାଙ୍କ ସ୍ବାମୀ ରଜତ ଭୁ୍ୟାଁ । ପରେ ମୃଦୁପାନୀୟରେ ଝିଟିପିଟି ପଡିଥିବା ଜଣାପଡିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ସସ୍ମିତା ଚିକିତ୍ସାଧୀନ ଥିବା ବେଳେ ଯଦି ଅଧିକ ଚିକିତ୍ସା ଆବଶ୍ୟକ ପଡେ ତାଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Slug-ପାଲ ପାଇଁ ରାସ୍ତା ରୋକ

Format-AVB

Place-khurda,11.5.19

Visual-MOJO

ଆଙ୍କର : ସାମୁଦ୍ରିକ ଝଡ଼ ଫୋନି ଉଜାଡ଼ି ଦେଇଛି ସର୍ବସ୍ବ । ଫଳରେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି ସମସ୍ତେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ରାସନ କାର୍ଡ ହିତାଧିକାରୀ ମାନଙ୍କ ପାଇଁଘୋଷଣା କରିଛି 50 କେଜି ଚାଉଳ ,2ହଜାର ଟଙ୍କା ଏବଂ ପାଲ ଯୋଗାଇ ଦେବାକୁ । କିନ୍ତୁ ବେଗୁନିଆ ବ୍ଲକ ପ୍ରଶାସନ ପାଲ କିମ୍ବା ପାଲ ବାବଦ ଅର୍ଥ 500 ଟଙ୍କା ନଦେବାରୁ ହିତାଧିକାରୀ ମାନେ ଉତ୍ୟକ୍ତ ହୋଇ ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ସାରୁଅ ଠାରେ ଅବରୋଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ବ୍ଲକ ପ୍ରଶାସନ ପାଲ ବାବଦ ଅର୍ଥ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।

ବାଇଟ1- ମଥୁରାନନ୍ଦ ସୁବୁଦ୍ଧି,ସ୍ଥାନୀୟ ଲୋକ
        2-ଦିଲୀପ କୁମାର ସୁବୁଦ୍ଧି,ସ୍ଥାନୀୟ ଲୋକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.