ETV Bharat / state

ଦଲାଲ ମୁକ୍ତ ଅଭିଯାନ: ପାରଳାଖେମୁଣ୍ଡିରୁ 3 ଗିରଫ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । ଏହି କ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

author img

By

Published : Oct 1, 2019, 3:26 PM IST

Updated : Oct 1, 2019, 3:43 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବାବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ଗଜପତି: ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବାବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - BROKER ARREST
FORMAT- AVO
REPORTER- HARIHARA PATNAIK
PLACE - GAJAPATI
DATE - 01.10.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି ପୋଲିସ କହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁ ଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବା ବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । Body:
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି ପୋଲିସ କହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁ ଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବା ବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । Conclusion:
SLUG-BROKER ARREST
FORMAT- AVO
REPORTER- HARIHARA PATNAIK
PLACE - GAJAPATI
DATE - 01.10.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ 3ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି ପୋଲିସ କହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁ ଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବା ବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି ।
Last Updated : Oct 1, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.