ETV Bharat / state

ଘରୋଇ କଳିରୁ ବ୍ଲେଡ଼ରେ ପତ୍ନୀର ଗଳା କାଟିଦେଲା ପତି

ସଇତାନ ସ୍ବାମୀର ନାରକୀୟ କାଣ୍ଡ । ଘରୋଇ କଳିରୁ ରାକ୍ଷସ ସାଜିଲା ପତି । ଶୋଇଥିବା ବେଳେ ବ୍ଲେଡ଼ରେ କାଟିଲା ପତ୍ନୀର ଗଳା । ଅଧିକ ପଢନ୍ତୁ...

wife-murder-by-husband
wife-murder-by-husband
author img

By

Published : Jan 28, 2020, 8:42 PM IST

ଢେଙ୍କାନାଳ: ଘରୋଇ କଳିକୁ ନେଇ ସ୍ବାମୀର ଅଭାବନୀୟ କାଣ୍ଡ । ଯାହାକୁ ନେଇ ମୋଟଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପତ୍ନୀ ଶୋଇଥିବାବେଳେ ଏକ ବ୍ଲେଡ଼ରେ ପତ୍ନୀର ଗଳାକାଟି ଦେଇଛି ସ୍ବାମୀ। ଫଳରେ ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ପତ୍ନୀର ମୃତ୍ୟୁ ଘଟିଛି ।

ଘରୋଇ କଳିରୁ ବ୍ଲେଡ଼ରେ କାଟିଲା ପତ୍ନୀର ବେକ

ମୋଟଙ୍ଗା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ନାଣ୍ଡି ପୋଲିଆ ସାହିରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ମହିଳା ଜଣଙ୍କ ସବିତା ନାଏକ ବୋଲି ଜଣାପଡିଛି । ଖବର ପାଇ ମୋଟଙ୍ଗା ପୋଲିସ ଅଭିଯୁକ୍ତ ସ୍ବାମୀ ସୁବାସ ନାଏକକୁ ଗିରଫ କରିଛି ।

ଘଟଣାସ୍ଥଳରେ ପୋଲିସ ଫରେନସିକ ଟିମ ସହ ଅନୁସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରୁଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:

ଆଙ୍କର: ଘରୋଇ କଳିକୁ ନେଇ ସ୍ୱାମୀ ଘଟାଇଥିବା ଅଭାବନୀୟ କୁ ନେଇ ମୋଟଙ୍ଗା ଥାନା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶୋଇଥିବାବେଳେ ଏକ ଧାରୁଆ ବ୍ଲେଡ଼ରେ   ପତ୍ନୀର ବେକକୁ କାଟି ଦେଇଛି ।ଫଳରେ ଅଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ପତ୍ନୀର ମୃତ୍ୟୁ ଘଟିଛି ।
Body:ମୋଟଙ୍ଗା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ନାଣ୍ଡି ପୋଲିଆ ସାହିରେ ଏପରି ହତ୍ୟାକାଣ୍ଡ ଘଟିଛି । ମୃତକ ମହିଳା ଜଣଙ୍କ ସବିତା ନାଏକ ବୋଲି ଜଣ ପଡିଛି । ଖବର ପାଇ ମୋଟଙ୍ଗା ପୁଲିସ ହତ୍ୟା ଅଭିଯୁକ୍ତ ସ୍ୱାମୀ ସୁବାସ ନଏକକୁ ଗିରଫ କରିଛି । ଘଟଣାସ୍ଥଳରେ ପୁଲିସ ଫରେନସିକ ଟିମ ସହ ଅନୁସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରୁଛି ।

Conclusion:ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.