ETV Bharat / state

ଝୁଲନ୍ତା ଅବସ୍ଥାରେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ! - dhankanal latest news

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ କମଳା ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଝୁଲନ୍ତା ଅବସ୍ଥାରେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

author img

By

Published : Aug 25, 2020, 4:32 PM IST

ଢେଙ୍କାନାଳ: କମଳା ଗଛରେ ଝୁଲୁଥିବା ଅବସ୍ଥାରେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ କମଳା ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମହିଳାଙ୍କ ଗୋଡ଼ ତଳେ ଘୁଷୁରୁଥିବା ଦେଖାଯାଇଛି। ଯାହାକି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି । ମୃତ ବିଧବା ମହିଳା ଜଣକ ଓଡ଼ିଶ ଗ୍ରାମ ଦେହୁରୀ ସାହିର ଭାମା ନାୟକ ବୋଲି ଜଣାପଡିଛି । ସେ ଓଡିଶ ପ୍ରାଥମିକ ସ୍କୁଲର ରୋଷେୟା ଭାବେ କାମ କରନ୍ତି ।

ଝୁଲନ୍ତା ଅବସ୍ଥାରେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ତେବେ ତାଙ୍କ ମୃତଦେହ ଗ୍ରାମ ମୁଣ୍ଡରେ ଏକ କମଳା ଗଛରେ ଝୁଲୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁବନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହା ଏକ ଆତ୍ମହତ୍ୟା ନା ହତ୍ୟା ପୋଲିସ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.