ETV Bharat / state

ଢେଙ୍କାନାଳ ଜଙ୍ଗଲରେ ଚିତାବାଘ ବୁଲୁଥିବା ନେଇ କ୍ୟାମେରାରରେ କଏଦ କରିଛି ବନବିଭାଗ - leopard tiger

ଜଙ୍ଗଲରେ ବୁଲୁଛନ୍ତି ବାଘ । ଆଉ ବାଘମାନଙ୍କର ସୁରକ୍ଷା ଦୃଷ୍ଟିରୁ ଜଙ୍ଗଲ ସମ୍ପର୍କିତ ତଥ୍ୟ ପ୍ରକାଶ କରିନି ବନବିଭାଗ । ଅଧିକ ପଢନ୍ତୁ...

ଢେଙ୍କାନାଳ ଜଙ୍ଗଲରେ ଚିତାବାଘ ବୁଲୁଥୁବା ନେଇ କ୍ୟାମେରାରରେ କଏଦ କରିଛି ବନବିଭାଗ

author img

By

Published : Aug 24, 2021, 8:19 PM IST

ଢେଙ୍କାନାଳ: ଜଙ୍ଗଲରେ ଦେଖାଯାଇଛି ଚିତାବାଘ । ଆଉ ସେପଟେ ବାଘର ଅବସ୍ଥିତି ନେଇ ନିଜ ଟ୍ବିଟର ସାଇଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଜିଲ୍ଲା ବନ ବିଭାଗ । ସୂଚନାନୁସାରେ ଏକ ଅଣ୍ଡିରା ଚିତାବାଘ ଜଙ୍ଗଲ ଭିତରେ ବୁଲୁଥିବା ନେଇ ବନବିଭାଗ କ୍ୟାମେରାରେ କଏଦ ହୋଇଛି । ତେବେ ଘଞ୍ଚ ଜଙ୍ଗଲ ଭିତରେ ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ଦେଖାଯାଇଛି ଏହି ଚିତାବାଘ । ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ଏହି ବାଘକୁ ମିଶାଇ ମୋଟ ୭ଟି ବାଘ ରହିଥିବା ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ ।

ଢେଙ୍କାନାଳ ଜଙ୍ଗଲରେ ଚିତାବାଘ ବୁଲୁଥୁବା ନେଇ କ୍ୟାମେରାରରେ କଏଦ କରିଛି ବନବିଭାଗ

ସେପଟେ ଏହି ବାଘଙ୍କ ମଧ୍ୟରେ ୩ରୁ ଚାରୋଟି ମାଈ ବାଘୁଣୀ ରହିଥିବା ନେଇ ଅନୁମାନ କରାଯାଇଛି । ତେବେ ଏହି ବାଘ ମାନଙ୍କର ସୁରକ୍ଷା ଦୃଷ୍ଟିରୁ କେଉଁ ଜଙ୍ଗଲରୁ ଏମାନଙ୍କୁ ଠାବ କରାଯାଇଛି ସେ ସମ୍ପର୍କରେ ବନବିଭାଗ ପକ୍ଷରୁ ସୂଚନାକୁ ଗୁପ୍ତ ରଖାଯାଇଛି । ଆଉ ଏନେଇ ଜଙ୍ଗଲରେ ବିଭିନ୍ନ ପଶୁ ପକ୍ଷୀ କିଭଳି ସୁରକ୍ଷିତ ରହିପାରିବେ ସେ ନେଇ ରୀତିମତ ମନିଟରିଂ ଚାଲିଛି ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.