ETV Bharat / state

ଢେଙ୍କାନାଳରେ କୋରୋନା ପ୍ରସ୍ତୁତିର ସମୀକ୍ଷା କଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ - special covid observer visiting dhenkanal

କୋଭିଡ-19 ପାଇଁ ଢେଙ୍କାନାଳ, ଅନୁଗୋଳ ଓ ଦେଓଗଡ଼ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ରାଜ୍ୟ ଶକ୍ତିସଚିବ ବିଷ୍ଣୁ ପ୍ରସାଦ ସେଠୀ ଓ ରାଜ୍ୟଯୋଜନା ତଥା ସମନ୍ବୟ ବିଭାଗ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ଢେଙ୍କାନାଳ ଗସ୍ତରେ ଆସିଥିଲେ । ଅଧିକ ପଢନ୍ତୁ...

special covid observer visiting dhenkanal
ଢେଙ୍କାନାଳରେ କୋରୋନା ପ୍ରସ୍ତୁତିର ସମୀକ୍ଷା କଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ
author img

By

Published : May 5, 2020, 5:05 PM IST

Updated : May 5, 2020, 5:25 PM IST

ଢେଙ୍କାନାଳ: କୋଭିଡ-19 ପାଇଁ ଢେଙ୍କାନାଳ, ଅନୁଗୋଳ ଓ ଦେଓଗଡ଼ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ରାଜ୍ୟ ଶକ୍ତିସଚିବ ବିଷ୍ଣୁ ପ୍ରସାଦ ସେଠୀ ଓ ରାଜ୍ୟଯୋଜନା ତଥା ସମନ୍ବୟ ବିଭାଗ ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ଢେଙ୍କାନାଳ ଗସ୍ତରେ ଆସିଥିଲେ । ଏହି ଅବସରରେ ଢେଙ୍କାନାଳ ପୁରୁଣା ଡାକ୍ତରଖାନାରେ ହୋଇଥିବା କୋଭିଡ ହସ୍ପିଟାଲ ବୁଲି ଦେଖିଥିଲେ ।

ଢେଙ୍କାନାଳରେ କୋରୋନା ପ୍ରସ୍ତୁତିର ସମୀକ୍ଷା କଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ
special covid observer visiting dhenkanal
ଢେଙ୍କାନାଳରେ କୋରୋନା ପ୍ରସ୍ତୁତିର ସମୀକ୍ଷା କଲେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ

ସପ୍ତଶଯ୍ୟା, ବନମାଳୀ ପ୍ରସାଦ ଓ ସହରର ଜର୍ଜ ସ୍କୁଲରେ କ୍ବାରେଣ୍ଟଟାଇନ ସେଣ୍ଟରକୁ ଯାଇ ସେଠାରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଢେଙ୍କାନାଳ ଜିଲ୍ଲାପ୍ରଶାସନର କାର୍ଯ୍ୟକୁ ସମୀକ୍ଷା କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 5, 2020, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.