ETV Bharat / state

ବନବିଭାଗର ଅଚାନକ ଚଢାଉ; ଚୋରା କାଠ ଜବତ, 5 ଗିରଫ - ଚୋରା କାଠ ଜବତ

କଙ୍କଡାହାଡ ଅଞ୍ଚଳରେ ବନ ବିଭାଗର ଅଚାନକ ଚଢାଉ । ବେଆଇନ ପଥର ଖାଦାନରୁ ୨ ଟ୍ରାକ୍ଟର ଜବତ ସହ ୫ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ..

forest-department
forest-department
author img

By

Published : Feb 8, 2020, 1:55 AM IST

ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ ପକ୍ଷରୁ କାମାକ୍ଷାନଗର କଙ୍କଡାହାଡ ଅଞ୍ଚଳରେ ବେଆଇନ ପଥର ଖାଦାନ ଉପରେ ଚଢାଉ କରାଯାଇଛି। ଏହି ଚଢାଉରେ ୨ଟି ଟ୍ରାକ୍ଟର ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।

ଚୋରା କାଠ ଜବତ, 5 ଗିରଫ

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଚ ମୋବାଇଲ ସ୍କ୍ବାଡ ଓ ବନବିଭାଗର ଏକ ଟିମ ଚଢାଉ କରି ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଦୀର୍ଘଦିନ ହେବ ଏହି ଅଞ୍ଚଳରେ ଚୋରା ପଥର ଖଣି ଓ ବାଲି ଚାଲାଣ ହେବା ସହ କାଠ ମଧ୍ୟ କଟାଯାଇ ଚାଲାଣ କରାଯାଉଥିଲା।

ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଅଚାନକ ଚଢାଉ କରିଛି । ସେହିପରି ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର ଢେ଼ଙ୍କାନାଳ ବନବିଭାଗ ପକ୍ଷରୁ କାମାକ୍ଷାନଗର କଙ୍କଡାହାଡ ଅଞ୍ଚଳରେ  ବେଆଇନ ପଥର ଖାଦାନ ଉପରେ ଚଢାଉ କରାଯାଇଛି। ଏହି ଚଢାଉରେ ୨ଟି ଟ୍ରାକ୍ଟର Body:ସହ ୫ଜଣଙ୍କୁ ଗିରଫ କରାଯାଇଛି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଚ ମୋବାଇଲ ସ୍କ୍ବାଡ ଓ ବନବିଭାଗର ଏକ ଟିମ ଚଢାଉ କରି ଏହି ଗିରଫ କରିବାରେ ସକ୍ଷମ ହୋଇଛନ୍ତି।।ଦିର୍ଘଦିନ ହେବ ଏହି ଅଞ୍ଚଳରେ ଚୋରା ପଥର ଖଣି ଓ ବାଲି ଚାଲାଣ ହେବା ସହ କାଠ ମଧ୍ୟ କଟାଯାଇ ଚାଲାଣ କରାଯାଉଥିଲା।ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢାଉ କରାଯାଇଥିଲା।

Conclusion:କାଠର ଅାନୁମାନିକ ମୂଲ୍ୟ ୫୦ହଜାରରୁ ଉଦ୍ଧ ଟଙ୍କା ହେବ ବୋଲି ସୂଚନା ମିଳିଛି। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.