ETV Bharat / state

ଭାଲୁ ଆକ୍ରମଣରେ ଜଣେ ଗୁରୁତର - ଢେଙ୍କାନାଳରେ ଭାଲୁ ଆକ୍ରମଣ

କଙ୍କଡାହାଡ଼ ଥାନା କଣ୍ଡାର ଗ୍ରାମରେ ଛତୁ ତୋଳିବାକୁ ଯାଇଥିବା ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି ।

Denkanala bear attack
ଢେଙ୍କାନାଳରେ ଭାଲୁ ଆକ୍ରମଣ
author img

By

Published : May 30, 2020, 8:06 PM IST

ଢେଙ୍କାନାଳ: ଛତୁ ତୋଳିବାକୁ ଯାଇଥିବା ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗ୍ରାମରେ ଗୁରୁତର ଯୁବକ ହେଲେ ଜ୍ବାର୍ଗ କାଳୁଣ୍ଡିଆ l

ଢେଙ୍କାନାଳରେ ଭାଲୁ ଆକ୍ରମଣ

ସେ ଆଜି ଛତୁସଂଗ୍ରହ କରିବା ପାଇିଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ l ଭାଲୁ ଆକ୍ରମଣରେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.