ETV Bharat / state

ଦେଶୀ ମଦ ନେଲାକି ପଦ୍ମିନୀଙ୍କ ଜୀବନ !

author img

By

Published : Oct 26, 2019, 1:00 AM IST

ଦେଶୀ ମଦ ପିଇ କୁହୁଣ୍ଡା ମୁଣ୍ଡାସାହିର ପୂର୍ବତନ ସମିତି ସଭ୍ୟାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଇ ନଥିବା କହିଲେ ପଦ୍ମିନୀଙ୍କ ପୁଅ । ଅଧିକ ପଢ଼ନ୍ତୁ...

ଦେଶୀ ମଦ ନେଲା ଜୀବନ !

କଟକ: ଦେଶୀ ମଦ ପିଇ ଜିଲ୍ଲାର କୁହୁଣ୍ଡା ମୁଣ୍ଡାସାହିର ପୂର୍ବତନ ସମିତି ସଭ୍ୟା ପଦ୍ମିନୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ପଦ୍ମିନୀ ଅନେକ ସମୟରେ ଦେଶୀ ମଦ ପିଉଥିଲେ। ହଠାତ ଶୁକ୍ରବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦେଶୀ ମଦ ନେଲା ଜୀବନ !

ଦେଶୀ ମଦ ପଦ୍ମିନୀଙ୍କ ମୄତୁର କାରଣ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ପଦ୍ମିନୀ ପୁର୍ବରୁ ମୁଣ୍ଡାସାହିର ୱାର୍ଡ ମେମ୍ବର, ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଉକ୍ତ ଅଞ୍ଚଳରେ ଦେଶୀ ମଦ ପିଇ ପୁର୍ବରୁ ୫ ଜଣଙ୍କର ମୃତୁ ଘଟିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନକୁ ଖାତିର ନକରି ଉକ୍ତ ଅଞ୍ଚଳରେ ବେଧଡକ ନିଶା ଦ୍ରବ୍ୟ ବିକ୍ରି କରାଯାଉଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନଥିବା ଅଭିଯୋଗ କରିଛନ୍ତି ଲୋକେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦେଶୀ ମଦ ନେଲା ଜୀବନ।ଦେଶୀ ମଦ ପିଇ ପୂର୍ବତନ ସମିତି ସଭ୍ୟା ପଦ୍ମିନୀ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ପଦ୍ମିନୀ ଅନେକ ସମୟରେ ଦେଶୀ ମଦ ପିଉଥିଲେ।ହଠାତ୍ ଆଜି ସଂଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା।ତେବେ ଡାକ୍ତର ସେଠାରେ ତାଙ୍କୁ ମୃତୁ ଘୋଷଣା କରିଥିଲେ।ତେବେ ଦେଶୀ ମଦ ପଦ୍ମିନୀ ଙ୍କର ମୄତୁର କାରଣ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି।
ପଦ୍ମିନୀ ପୁର୍ବରୁ ୱାର୍ଡ ମେମ୍ବର,ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଉକ୍ତ ଅଞ୍ଚଳରେ ଦେଶୀ ମଦ ପିଇ ପୁର୍ବରୁ ୫ ଜଣଙ୍କର ମୃତୁ ଘଟିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି।ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ କୁ ଖାତିର ନକରି ଉକ୍ତ ଅଞ୍ଚଳରେ ବେଧଡକ ନିଶା ବିକ୍ରି କରାଯାଉଥିଲେ ବି ଏଥିପ୍ରତି କାହାର ନଜର ପଡୁନଥିବା ଅଭିଯୋଗ ହୋଇଛି।

ବାଇଟ - ପଦ୍ମିନୀ ଙ୍କ ପୁଅBody:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.