ETV Bharat / state

ଓଡିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ ହେଲେ ୱାସିମ ଜାଫର - ୱାସିମ ଜାଫର

OCA ର ମୁଖ୍ୟ କୋଚ ହେଲେ ୱାସିମ ଜାଫର
OCA ର ମୁଖ୍ୟ କୋଚ ହେଲେ ୱାସିମ ଜାଫର
author img

By

Published : Jul 14, 2021, 7:05 PM IST

Updated : Jul 14, 2021, 8:13 PM IST

18:57 July 14

OCA ମୁଖ୍ୟ କୋଚ ହେଲେ ୱାସିମ ଜାଫର

OCA ମୁଖ୍ୟ କୋଚ ହେଲେ ୱାସିମ ଜାଫର

କଟକ: ପୂର୍ବତନ ଅର୍ନ୍ତଜାତୀୟ କ୍ରିକେଟର ୱାସିମ ଜାଫର ହେଲେ ଓଡିଶା କ୍ରିକେଟ ଆସୋସିଏନର ହେଲେ ମୁଖ୍ୟ କୋଚ । ଏନେଇ ଘୋଷଣା କଲା ଓଡିଶା କ୍ରିକେଟ ଆସୋସିଏସନ (OCA) । ସିନିୟର ଟିମ ସହ ସମସ୍ତ ବୟସ ବର୍ଗର କୋଚିଂର ମୁଖ୍ୟ ଦାୟିତ୍ବ ତୁଲାଇବେ ଜାଫର । ଆସନ୍ତା 2 ବର୍ଷ ପାଇଁ ସେ OCA ସହ ଯୋଡି ହୋଇ ଓଡିଶା କ୍ରିକେଟକୁ ମଜଭୁତ କରିବେ ବୋଲି ସ୍ପଷ୍ଟ କରିଛି ଓସିଏ ।  

ଏହାସହ ଘରୋଇ ସିଜିନ ଜୁଲାଇ 25ରୁ ଆରମ୍ଭ ହେବା ନେଇ ରାଜ୍ୟ ସରକାରଙ୍କୁ ଓସିଏ ଅନୁମତି ମାଗିଥିବା ମଧ୍ୟ ଜଣାପଡିଛି ।  

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ 

Last Updated : Jul 14, 2021, 8:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.