ETV Bharat / state

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି

ବୁଧବାର ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବୀ । କରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ ।

The lawyer will be absent from court until March 31
କରୋନା ପ୍ରଭାବ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି
author img

By

Published : Mar 17, 2020, 11:26 PM IST

କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବୀ । କରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ । କରୋନା ସତର୍କତା ପାଇଁ ମଙ୍ଗଳବାର ହାଇକୋର୍ଟ ବାର ପରିସରରେ ଡକାଯାଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

କରୋନା ପ୍ରଭାବ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି

ସୋମବାର ହାଇକୋର୍ଟ କରୋନା ସତର୍କତା ପାଇଁ ଆଡ଼ଭାଇଜରୀ ଜାରି କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.