ETV Bharat / state

ରୋହିତଙ୍କ ଉପରେ ଫ୍ୟାନ୍ସଙ୍କ ଭରସା, ଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ - Cricketer

ସେମିଫାଇନାଲ୍ ସମର ପାଇଁ ପ୍ରସ୍ତୁତ ଟିମ-ଇଣ୍ଡିଆ । ଫାଇନାଲରେ ପ୍ରବେଶ ନେଇ ଆଶାୟୀ କ୍ରିକେଟ ପ୍ରେମୀ । ରୋହିତଙ୍କ ଦମଦାର ପ୍ରଦର୍ଶନକୁ ନେଇ ଫ୍ୟାନ୍ସଙ୍କ ଭରଷା ଥିବାବେଳେ ତୃତୀୟ ଥର ଟ୍ରଫି ଉଠାଇବ ଟିମ-ଇଣ୍ଡିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 9, 2019, 3:37 PM IST

କଟକ: ଆଜି ବିଶ୍ବ କପର ପ୍ରଥମ ସେମିଫାଇନାଲ ମ୍ୟାଚ । ମଞ୍ଚେଷ୍ଟାରରେ 16 ବର୍ଷ ପରେ ଭାରତ-ନ୍ୟୁଜିଲାଣ୍ଡ ହେବ ସେମିଫାଇନାଲ୍ ସମର । ତୃତୀୟ ଥର ପାଇଁ ଇଣ୍ଡିଆ ଟିମ ଟାଇଟଲ ହାତେଇବା ଫୁଲ ଫର୍ମରେ ଥିବାବେଳେ କ୍ରିକେଟ ଟେବୁଲରେ ଶୀର୍ଷରେ ରହିଛି । ଯାହାକୁ ନେଇ ଦେଶବାସୀଙ୍କ ମନରେ ବେଶ ଉତ୍କଷ୍ଠା ଭରି ରହିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ-ଭାରତ ମୁହାଁମୁହିଁ ହୋଇନଥିବାବେଳେ ସେମିରେ ଲଢେଇ କରିବେ ଉଭୟ ଦଳ । ତେବେ ଅଭ୍ୟାସ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିବା ବେଳେ ରୋହିତଙ୍କ ଉପରେ ଫ୍ୟାନ୍ସଙ୍କ ଭରସା ରହିଛି । ଏପରିକି ଇଣ୍ଡିଆ ଟିମର ଏଥର ବ୍ୟାଟିଂ ହେଉ ବୋଲିଂ ସବୁଥିରେ ଭଲ ପ୍ରଦର୍ଶନ କରିଆସୁଛି । ତେଣୁ ନିଶ୍ଚୟ ଦଳ ବିଶ୍ବ କପ ଜିଣିବ ବୋଲି ଆଶା ରହିଛି ।

ଏନେଇ କ୍ରିକେଟ ଫ୍ୟାନ୍ସଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Intro:କଟକ: ବିଶ୍ୱକପ ମହାସମର ର ବିଗ ସେମିଫାଇନାଲ ଖେଳାଯିବ ମେଞ୍ଚେଷ୍ଟାର ରେ । ଯେଉଁଥିରେ ମୁହାଁମୁହିଁ ହେବେ ଟିମ ଇଣ୍ଡିଆ ଓ ନୂଜିଲାଣ୍ଡ । ତେବେ କିଏ ମାରିବ ବାଜିମାତ , ଓ ଫାଇନାଲ୍ ରେ ସ୍ଥାନ ପକ୍କା କରିବ । ସେନେଇ ଯୁବ କ୍ରିକେଟର ଓ ଫ୍ୟାନସମାଙ୍କ ସହ ସିଧାସଳଖ ଆଲୋଚନା ।

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.