ETV Bharat / state

ଜୁନିୟର ଓଡିଶା ଏଫସି ଟିମ ପାଇଁ ଚୟନ ପ୍ରକ୍ରିୟା - junior odisha fc team

ଜୁନିୟର ଓଡିଶା ଏଫସି ଟିମ ପାଇଁ ଓଡିଶା ଏଫସି ପକ୍ଷରୁ ସତ୍ୟବ୍ରତ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

odisha fc team
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jan 24, 2020, 11:23 PM IST

କଟକ: ଓଡିଶା ଏଫସି ପକ୍ଷରୁ ସତ୍ୟବ୍ରତ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ । ଜୁନିୟର ଓଡିଶା ଏଫସି ଟିମ ପାଇଁ ଏହି ପ୍ରକ୍ରିୟାରେ ତିନୋଟି ବର୍ଗରେ ଯଥା 18 ବର୍ଷ, 15 ବର୍ଷ ଓ 13 ବର୍ଷରୁ କମ ଖେଳାଳି ଭାଗ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କିପରି ଓଡିଶା ଦଳ ଆଗକୁ ବେଶ ମଜବୁତ ହୋଇପାରିବ ତାହା ଏହି ଚୟନ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ଥିଲା । ଏଥିସହ ଓଡିଶା ଏଫସି ପାଇଁ ଭଲ ଭଲ ଫୁଟବଲ ଖେଳାଳି ଉପଲବ୍ଧ କରାଇବା ଏହାର ଉଦ୍ଦେଶ୍ୟ ଥିଲା । ତେବେ ବର୍ତ୍ତମାନ ଯଦି ଛୋଟ ଛୋଟ ଖେଳାଳି ମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ମିଳିପାରିବ ସେମାନେ ଆଗମୀ ଦିନରେ ଓଡିଶାର ନାକୁ ବିଶ୍ବସ୍ତରରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଓଡିଶା ଏଫସି ପକ୍ଷରୁ ସତ୍ୟବ୍ରତ ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଛି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ । ଜୁନିୟର ଓଡିଶା ଏଫସି ଟିମ ପାଇଁ ତିନୋଟି ଵର୍ଗ ରେ ଯେପରି କି 18 ବର୍ଷ 15 ବର୍ଷ ଓ 13 ବର୍ଷ ରୁ କମ ଖେଳଳି ଏହି ଟ୍ରାଏଲ ରେ ଭାଗ ନେଇଥିଲେ ।

ତେବେ ଏହି ଚୟନ ପ୍ରକ୍ରିୟା ର ମୁଖ୍ୟ ଲକ୍ଷ ଯେ କିପରି ଓଡିଶା ଦଳ ଆଗକୁ ଯାଇ ବେଶ ମଜଭୁତ ହୋଇ ପାରିବ । ଏହାଛଡା ଭଲ ଭଲ ଫୁତବଲ ଖେଳାଳି ମଧ୍ୟ ପାଇବ ଓଡିଶା ଏଫସି । ତେବେ ଯଦି ଵର୍ତମାନ ଛୋଟ ଛୋଟ ଖେଳାଳି ମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ମିଳି ପାରିବ ସେ ଆଗମୀ ଦିନରେ ଓଡିଶା ନାଁ କୁ ବିଶ୍ୱ ସ୍ତରେରେ ପହଂଚାଇ ପାରିବେ ।

Body:ବାଇଟ: ଶେଖ ସାହାନାୱାଜ ଆଲାମ( ଓଡିଶା ଏଫସି ଆସିଷ୍ଟାଣ୍ଟ କୋଚ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.