ETV Bharat / state

ସାଲେପୁରରୁ ହଟିବ ଅନ୍ଧାର

author img

By

Published : Aug 4, 2019, 12:54 AM IST

ସାଲେପୁର ନିର୍ବାଚନ ମଣ୍ଡଳୀରେ ଅନ୍ଧକାର ଦୂର ପାଇଁ ଉଜ୍ଵଳ ଆଲୋକିକରଣର ଶିଳାନ୍ୟାସ କଲେ ବିଧାୟକ ପ୍ରଶାନ୍ତ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଲୋକ ମୟ ହେବ ସାଲେପୁର ନିର୍ବାଚନ ମଣ୍ଡଳୀ । ରାତି ଓ ଦିନ ଭିତରେ ରହିବନି ଫରକ । ଛକ ଛକରେ ଲାଗିବ ଷ୍ଟ୍ରିଟ ଲାଇଟ । କାରଣ ଏନେଇ ଉଜ୍ଵଳ ଆଲୋକିକରଣର ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରଶାନ୍ତ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଆଲୋକି କରଣ ପ୍ରକ୍ରିୟା ସହରବାସୀଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇପାରିବ । ଏହା ଅପରାଧର ଶାଖାକୁ ସଙ୍କୁଚିତ କରିବାରେ ସହାୟକ ହେବ ବୋଲି କହିଛନ୍ତି ବିଧାୟକ । ତେବେ ଏହି କାମ ଶିଘ୍ର ସମାପ୍ତ ହେବ ଆଉ ନିର୍ବାଚନ ମଣ୍ଡଳୀରେ ବିକାଶ ହେବ ବୋଲି କହିଛନ୍ତି ପ୍ରଶାନ୍ତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସଲେପୁର ନିର୍ବାଚନ ମଣ୍ଡଳୀ ହେବ ଆଲୋକ ମୟ । ରାତି ଦିନରେ ରହିବନି ଫରକ । କାରଣ ଛକ ଛକ ରେ ନିର୍ମାଣ ହେବ ଷ୍ଟ୍ରୀଟ ଲାଇଟ ।।ଯାହାଦ୍ୱାରା ଅନେକ ଅସୁବିଧା କୁ ଦୂର କରି ପାରିବେ ସାଧାରଣ ଜନତା । ଏନେଇ ଆଜି ଉଜ୍ଵଳ ଆଲୋକି କରଣର ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରଶାନ୍ତ ବେହେରା ।

ତେବେ ଏହି ପ୍ରକ୍ରିୟା ସହର ବାସୀ ଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇପାରିବ । ଓ ଅପରାଧ ର ଶାଖା କୁ ସଙ୍କୁଚିତ କରିବାରେ ସହାୟକ ହେବ ବୋଲି କହିଛନ୍ତି ବିଧାୟକ । ତେବେ ଏହି କାମ ଶୀଘ୍ର ସମାପ୍ତ ହେବ ଆଉ ନିର୍ବଚନ ମଣ୍ଡଳୀ ରେ ବିକାଶ ହେବ ବୋଲି କହିଛନ୍ତି ସେ ।
Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.