ETV Bharat / state

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲ ଗେଟ ତାଲା ପକାଇଲେ ଅଭିଭାବକ - ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟ ଗେଟରେ ତାଲା

ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବିରେ ବାଲିପାଟଣା ବ୍ଲକର ନରିଶୋ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ । ଅଧିକ ପଢନ୍ତୁ

ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷୟତ୍ରୀଙ୍କୁ ବଦଳି ଦାବିରେ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ

author img

By

Published : Apr 11, 2022, 12:05 PM IST

ବାଲିପାଟଣା: ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବିରେ ଗେଟରେ ତାଲା ପକାଇଲେ ଅଭିଭାବକ । ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଗେଟରେ ତାଲା ପକାଇବାରୁ ସ୍କୁଲରେ ପାଠପଢା ବ୍ୟାହତ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବାଲିପାଟଣା ବ୍ଲକର ନରିଶୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ।

ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷୟତ୍ରୀଙ୍କୁ ବଦଳି ଦାବିରେ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ

ସୂଚନାଅନୁଯାୟୀ, ଗତ ଶନିବାର ଦିନ ବିଦ୍ୟାଳୟରେ ପାଠ ପଢା ସମୟରେ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଓ ସହ ଶିକ୍ଷୟତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଅଭିଭାବକ ମାନେ ଦେଖିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେବାରୁ ମାମଲା ବାଲିପାଟଣା ଥାନାକୁ ଯାଇଥିଲା । ବାଲିପାଟଣା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି । ସେପଟେ ଆଜି ଅଭିଭାବକ ମାନେ ନରିଶୋ ଉଚ୍ଚ ବିଦ୍ୟାଳୟ ଗେଟକୁ ତାଲା ପକାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବି କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.