ETV Bharat / state

ଲସି ଦୋକାନରେ ମାଡ଼ିଗଲା ଟ୍ରକ, ଗ୍ରାହକ ମୃତ

author img

By

Published : Apr 8, 2021, 4:03 PM IST

Updated : Apr 8, 2021, 4:46 PM IST

ଭାରସାମ୍ୟ ହରାଇ ଲସି ଦୋକାନରେ ମାଡିଗଲା ଟ୍ରକ । ଜଣଙ୍କର ମୃତ୍ୟୁ ହେବା ସହ 3 ଗୁରୁତର । ଅଧିକ ପଢନ୍ତୁ....

ଲସି ଦୋକାନରେ ମାଡ଼ିଗଲା ଟ୍ରକ, ଗ୍ରାହକ ମୃତ
ଲସି ଦୋକାନରେ ମାଡ଼ିଗଲା ଟ୍ରକ, ଗ୍ରାହକ ମୃତ

କଟକ: ଭାରସାମ୍ୟ ହରାଇ ଲସି ଦୋକାନ ଭିତରକୁ ମାଡିଗଲା ଟ୍ରକ । ଏଥିରେ ଦୋକାନରେ ଥିବା ଜଣେ ଗ୍ରାହକ ମୃତ । ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ଜଗତପୁର ଭଏରପୁର ନିକଟରେ ଘଟିଛି ।

ଲସି ଦୋକାନରେ ମାଡ଼ିଗଲା ଟ୍ରକ, ଗ୍ରାହକ ମୃତ

ସୂଚନା ଅନୁଯାୟୀ ଆଜି(ଗୁରୁବାର) ଭଏରପୁରସ୍ଥିତ ଏକ ଲସି ଦୋକାନରେ କିଛି ଗ୍ରାହକ ଛିଡା ହୋଇଥିଲେ । ଏହି ସମୟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ଗ୍ରାହକଙ୍କ ମୃତ୍ୟୁ ଘଟିଥିବାବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

କଟକରୁ ପ୍ରଭୁକଲ୍ୟାଇ ପାଲ, ଇଟିଭି ଭାରତ

Last Updated : Apr 8, 2021, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.