ETV Bharat / state

ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ - ଆଜିଠୁ ମାଟ୍ରିକ ଖାତା ଦେଖା

ଆଜି(ଶନିବାର) ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା । ଅଧିକ ପଢନ୍ତୁ

ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା
ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା
author img

By

Published : May 21, 2022, 8:08 AM IST

କଟକ: ଆଜି(ଶନିବାର) ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା(Evaluation of Matric exam answer papers) । ରାଜ୍ୟର 58ଟି କେନ୍ଦ୍ରରେ ଖାତାଦେଖା ହେବ । ଖାତା ମୂଲ୍ୟାୟନ ପାଇଁ 481 ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି 900 ଜଣ ଡେପୁଟି ପରୀକ୍ଷକ, 8,919 ଜଣ ସହକାରୀ ପରୀକ୍ଷକ ଏବଂ 930 ସ୍କୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ଦିନ 10 ରୁ 12ଟା ପର୍ଯ୍ୟନ୍ତ ଖାତାଦେଖା ଜାରି ରହିବ । ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।ପରୀକ୍ଷକମାନେ(Examiner) 20 ତାରିଖରୁ ଖାତାଦେଖା କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.