ETV Bharat / state

ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସୁନୀଲ ରୟ - ବରିଷ୍ଠ ଆଇପିଏସ ଅଫିସର ସୁନୀଲ ରୟ

କଟକର ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ନୂତନ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ରୟ।

new fire dg sunil roy
ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ନୂତନ ଡିଜି ଭାବେ ଯୋଗ ଦେଲେ ବରିଷ୍ଠ ଆଇପିଏସ ସୁନୀଲ ରୟ
author img

By

Published : Dec 2, 2019, 1:15 PM IST

କଟକ: ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ନୂତନ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ରୟ। ତେବେ ଦାୟିତ୍ବ ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ନୂତନ ଡିଜି ଭାବେ ଯୋଗ ଦେଲେ ବରିଷ୍ଠ ଆଇପିଏସ ସୁନୀଲ ରୟ

ହୋମଗାର୍ଡମାନେ ପୋଲିସ ଭଳି ସମସ୍ତ କାର୍ଯ୍ୟ ସଠିକ ଭାବରେ କରୁଛନ୍ତି । ସେମାନଙ୍କ ପାଇଁ ଆଗକୁ କିଭଳି ଭଲ କାର୍ଯ୍ୟକ୍ରମ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସମସ୍ତ କାର୍ଯ୍ୟକୁ ସ୍ବଚ୍ଛତାର ସହ କରାଯିବ ବୋଲି ଡିଜି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ନୂତନ ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ରୟ।ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ତେବେ ହୋମଗାର୍ଡ ମାନେ ପୋଲିସ ଭଳି ସମସ୍ତ କାର୍ଯ୍ୟ ସଠିକ ଭାବରେ କରୁଛନ୍ତି।ସେମାନଙ୍କ ପାଇଁ ଆଗକୁ କିଭଳି ଭଲ କାର୍ଯ୍ୟକ୍ରମ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ।ସେହିପରି ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛତା ର ସହ କରାଯିବ ବୋଲି ଦାୟିତ୍ୱ ଗ୍ରହଣ କରିବା ଅବସରରେ ଡିଜି କହିଛନ୍ତି।

ବାଇଟ - ସୁନୀଲ ରୟ,ହୋମଗାର୍ଡ ଓ ଅଗ୍ନିଶମ ଡିଜି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.