ETV Bharat / state

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଳିଲା ପ୍ରଥମ ପ୍ରତିଷ୍ଠା ଦିବସ - ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଳିଲା ପ୍ରଥମ ପ୍ରତିଷ୍ଠା ଦିବସ

ଆଜି(ଗୁରୁବାର) ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏହି ଅବସରରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ତାର ପ୍ରଥମ ପ୍ରତିଷ୍ଠା ଦିବସ ପାଳିଛି । ଅଧିକ ପଢନ୍ତୁ

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଳିଲା ପ୍ରଥମ ପ୍ରତିଷ୍ଠା ଦିବସ

author img

By

Published : Apr 28, 2022, 9:23 PM IST

Updated : Apr 29, 2022, 8:29 AM IST

କଟକ: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଳିଲା ତାର ପ୍ରଥମ ପ୍ରତିଷ୍ଠା ଦିବସ । ଉତ୍କଳ ଗୌରବଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି(ଗୁରୁବାର) ପ୍ରତିଷ୍ଠା ଦିବସ ପାଳିଛି ବିଶ୍ବ ବିଦ୍ୟାଳୟ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟକ ଆଇନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପଢିବାର ପରିଧିକୁ ବିକଶିତ କରିଥିଲେ ।

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପାଳିଲା ପ୍ରଥମ ପ୍ରତିଷ୍ଠା ଦିବସ

ଏହାଛଡା କିପରି ବିଶ୍ବ ବିଦ୍ୟାଳୟର ବିକାଶ ହେବ ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ ମନ୍ତ୍ରୀ । ବିଶେଷକରି ପୁରୁଷ ଓ ମହିଳା ହଷ୍ଟେଲ ଉପରେ ପ୍ରଧାନ୍ୟ ଦେଇଥିଲେ ମନ୍ତ୍ରୀ । ଏହାସହ କୋଭିଡ଼ର ବ୍ୟାପକତାକୁ ନଜରରେ ରଖି ଅନଲାଇନ ପାଠ୍ୟକ୍ରମକୁ ସୁଦୃଢ କରିବା ସହ ଅଫଲାଇନ କ୍ଲାସକୁ ଆହୁରି ସାଣିତ ଢଙ୍ଗରେ ସମ୍ପାଦନ କରିବା ପାଇଁ କୁଳପତିଙ୍କୁ ନିବେଦନ କରିଥିଲେ ମନ୍ତ୍ରୀ । ତେବେ ଆଗମୀ ଦିନରେ ବିଶ୍ବ ବିଦ୍ୟାଳୟର ଯେଉଁ ଅସୁବିଧା ରହିଛି, ତାହା ନିଶ୍ଚୟ ଦୂରୀଭୂତ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ତେବେ ସୂଚନା ଥାଉ କି ଗତବର୍ଷ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 29, 2022, 8:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.