ETV Bharat / state

ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ, ଥାନାରେ ମାମଲା

author img

By

Published : Mar 21, 2021, 1:59 PM IST

କଟକ ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରର ମାଲିକଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ମହିଳାଙ୍କୁ ଡାଇଗ୍ନୋଷ୍ଟିକ ସେଣ୍ଟରରେ ବଳ ପୂର୍ବକ ଅସଦାଚରଣ କରିବା ଅଭିଯୋଗରେ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ, ଥାନାରେ ମାମଲା ରୁଜ୍ଜୁ

କଟକ: ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରର ମାଲିକ ବସନ୍ତ ବଳଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ପାରାଦ୍ବୀପର ଜଣେ ମହିଳାଙ୍କୁ ସେହି ଡାଇଗ୍ନୋଷ୍ଟିକ ସେଣ୍ଟର ମଧ୍ୟରେ ବଳ ପୂର୍ବକ ଅସଦାଚରଣ କରିବା ସହ ଯୋର ଜବରଦସ୍ତ ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଯଦି ସଂପର୍କ ନ ରଖନ୍ତି ତେବେ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

ତେବେ ଏହି ଘଟଣା ଗତ 17 ତାରିଖ ଦିନ ଘଟିଥିବା ନେଇ କଟକ ମାଲଗୋଦାମ ଥାନାରେ ଏତଲା ଦେଇଥିଲେ ପୀଡିତା ମହିଳା । ମହିଳାଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ମହିଳାଙ୍କ ବୟାନ ରେକର୍ଡ କରିଛି । ତେବେ ମାଲଗୋଦାମ ଥାନା ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ସହ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ନେଇ ପଚରାଉଚୁରା ଜାରି ରଖିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.