ETV Bharat / state

ଇଭିଏମ ଅଚଳ ଯୋଗୁଁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଜାରି ରହିଛି ମତଦାନ - cuttack

ବିଳମ୍ବ ହୋଇଥିବା ମତଦାନ କେନ୍ଦ୍ରରେ ଜାରି ରହିଛି ମତଦାନ ପ୍ରକ୍ରିୟା । ଚିରକୁଟ ଦେଖାଇ ଭୋଟ ଦେଉଛନ୍ତି ମତଦାତା । କଟକ ଖଟବିନ ସାହିରେ ଥିବା 70 ନମ୍ବର ବୁଥରେ ଇଭିଏମ ତୃଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 23, 2019, 10:31 PM IST

କଟକ: ସରିଲାଣି ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଯେଉଁ ବୁଥରେ ଇଭିଏମ ମେସିନ ଅଚଳ ଥିଲା ସେହି ପୋଲିଂ କେନ୍ଦ୍ରମାନଙ୍କରେ ଚାଲିଛି ମତଦାନ । କଟକରେ ବିଳମ୍ବ ହୋଇଥିବା ମତଦାନ କେନ୍ଦ୍ରରେ ଜାରି ରହିଛି ମତଦାନ ପ୍ରକ୍ରିୟା । ଟୋକନ ଦେଖାଇ ଭୋଟ ଦେଉଛନ୍ତି ମତଦାତା । ସନ୍ଧ୍ୟା 6ଟା ମଧ୍ୟରେ ଯେଉଁ ଭୋଟର ବୁଥ କ୍ୟାମ୍ପସ ପରିସର ମଧ୍ୟକୁ ପ୍ରବେଶ କରିଛନ୍ତି । ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଧାଡିରେ ରହି ଟୋକନ ଦେଖାଇ ଭୋଟ ଦେଉଛନ୍ତି ଅନେକ ଭୋଟର । ବିଶେଷ କରି କଟକ ଖଟବିନ ସାହିରେ ଥିବା 70 ନମ୍ବର ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ମତଦାତା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

gfdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.