ETV Bharat / state

ଏସସିବିରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା - କାୟାବିସ୍ତାର କରୁଛି ଡେଙ୍ଗୁ]

କାୟାବିସ୍ତାର କରୁଛି ଡେଙ୍ଗୁ । ଏସିସିବିରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 27, 2019, 3:16 AM IST

କଟକ: ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ। ଏସସିବିରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ଶନିବାର ଏସସିବି ଡେଙ୍ଗୁୱାର୍ଡରେ ୫୮ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଡେଙ୍ଗୁ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏସସିବିରେ ୬୫ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୧୬ଟି ପଜେଟିଭ ଥିବା ଜଣାପଡିଛି । ସେଥିରୁ କଟକରୁ ୪ ,ଯାଜପୁରରୁ ୨ ଜଣ, ଜଗତସିଂହପୁରରୁ ୨ଜଣ, ଭଦ୍ରକରୁ ୩ ଜଣ, ବାଲେଶ୍ୱରରୁ ୧, କେନ୍ଦ୍ରାପଡ଼ାରୁ ଜଣେ, ମୟୁରଭଞ୍ଜରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀଙ୍କର ରକ୍ତନମୁନା ପଜେଟିଭ ଥିବା ଜଣାପଡିଛି ।

କଟକରୁ ଯେଉଁ ୪ ଜଣ ଡେଙ୍ଗୁରୋଗୀ ଅଛନ୍ତି ସେଥିରୁ ସିଡ଼ିଏ, କଲ୍ୟାଣିନଗର, ତ୍ରିଲୋଚନପୁର ଓ ଚାଉଳିଆଗଞ୍ଜରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ।ଏସସିବି ରେ ବଢୁଛି ଡେଙ୍ଗୁରୋଗୀ ଙ୍କ ସଂଖ୍ୟା।ଆଜି ଏସସିବି ଡେଙ୍ଗୁୱାର୍ଡ ରେ ୫୮ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଡେଙ୍ଗୁ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି।ଆଜି ଏସସିବିରେ ୬୫ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୧୬ ଟି ପଜେଟିଭ ଥିବା ଜଣାପଡିଛି।ସେଥିରୁ କଟକ ରୁ ୪ ,ଯାଜପୁର ରୁ ୨ ଜଣ ,ଜଗତସିଂହପୁର ରୁ ୨ଜଣ,ଭଦ୍ରକ ରୁ ୩ ଜଣ,ବାଲେଶ୍ୱର ରୁ ୧,କେନ୍ଦ୍ରାପଡ଼ାରୁ ୧,ମୟୁରଭଞ୍ଜ ରୁ ୧ ଓ ପଶ୍ଚିମବଙ୍ଗ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଙ୍କର ରକ୍ତନମୁନା ପଜେଟିଭ ଥିବା ଜଣାପଡିଛି। କଟକରୁ ଯେଉଁ ୪ ଜଣ ଡେଙ୍ଗୁରୋଗୀ ଅଛନ୍ତି ସେଥିରୁ ସିଡ଼ିଏ ରୁ ଜଣେ,କଲ୍ୟାଣିନଗର,ତ୍ରିଲୋଚନପୁର ଓ ଚାଉଳିଆଗଞ୍ଜ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.