ETV Bharat / state

କୋରୋନା ପ୍ରଭାବ: ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରେଭେନ୍ସା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

author img

By

Published : Mar 16, 2020, 4:15 PM IST

Updated : Mar 16, 2020, 4:55 PM IST

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରେଭେନ୍ସା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

16:07 March 16

କୋରୋନା ପ୍ରଭାବ: ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରେଭେନ୍ସା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

Corona effect

କଟକ: କୋରୋନା ପାଇଁ ରେଭେନ୍ସାର ସମସ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । ଆସନ୍ତାକାଲି ସନ୍ଧ୍ୟା ସୁଧା ସମସ୍ତ ହଷ୍ଟେଲ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ସ୍ଥିତି ସ୍ବଭାବିକ ହେବା ପର୍ଯ୍ୟନ୍ତ ରେଭେନ୍ସାର ସମସ୍ତ ହଷ୍ଟେଲ ବନ୍ଦ ରହିବ ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 16, 2020, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.