ETV Bharat / state

ଅଦାଲତ ଅବମାନନା ପ୍ରସଙ୍ଗ: ହାଇକୋର୍ଟ ବାର ଆସୋସିଏସନର ସତ୍ୟପାଠ ଦାଖଲ - ହାଇକୋର୍ଟ ବାର ଆସୋସିଏସନର ସତ୍ୟପାଠ ଦାଖଲ

ଅଦାଲତ ଅବମାନନା ପ୍ରସଙ୍ଗ ନେଇ ସୋମବାର ହାଇକୋର୍ଟ ଫୁଲବେଞ୍ଚରେ ଶୁଣାଣି ହୋଇଛି। ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି।

ହାଇକୋର୍ଟ ବାର ଆସୋସିଏସନର ସତ୍ୟପାଠ ଦାଖଲ
author img

By

Published : Nov 4, 2019, 12:23 PM IST

କଟକ: ଅଦାଲତ ଅବମାନନା ପ୍ରସଙ୍ଗ ନେଇ ସୋମବାର ହାଇକୋର୍ଟ ଫୁଲବେଞ୍ଚରେ ଶୁଣାଣି ହୋଇଛି। ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି। ତେବେ ଏହି ପ୍ରସଙ୍ଗକୁ ନେଇ କୋର୍ଟ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ହାଇକୋର୍ଟ ବାର ଆସୋସିଏସନର ସତ୍ୟପାଠ ଦାଖଲ

ସୂଚନା ଅନୁଯାୟୀ ପୂର୍ବରୁ ନୋଟିସ ହୋଇଥିବା 68ଟି ବାର ମଧ୍ୟରୁ କିଛି ବାର ସତ୍ୟପାଠ ଦାଖଲ କରିନାହାଁନ୍ତି। ଆସନ୍ତା ନଭେମ୍ବର 29 ସୁଦ୍ଧା ସେମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଫୁଲବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା 29ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ଅନ୍ୟପଟେ ଆସନ୍ତା 8 ତାରିଖ ଦିନ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର ସଭାପତି ହାଜର ହେବେ ବୋଲି ସଭାପତି ପ୍ରତିକ୍ରିୟା ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅଦାଲତ ଅବମାନନା ମାମଲା ପ୍ରସଙ୍ଗ ଆଜି ହାଇକୋର୍ଟ ଫୁଲବେଞ୍ଚ ରେ ଶୁଣାଣି ହୋଇଥିଲା।ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆଜି ଏନେଇ ସତ୍ୟପାଠ ଦାଖଲ କରାଯାଇଛି।ତେବେ ଏହି ପ୍ରସଙ୍ଗକୁ ନେଇ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।ପୂର୍ବରୁ ନୋଟିସ ହୋଇଥିବା ୬୮ ଟି ବାର ମଧ୍ୟରୁ କିଛି ବାର ସତ୍ୟପାଠ ଦାଖଲ କରିନାହାନ୍ତି।ଆସନ୍ତା ନଭେମ୍ବର ୨୯ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଫୁଲବେଞ୍ଚ ନିର୍ଦେଶ ଦେଇଛନ୍ତି।ଆସନ୍ତା ୨୯ ରେ ହେବ ମାମଲା ର ପରବର୍ତ୍ତୀ ଶୁଣାଣି କରାଯିବ ।ଅନ୍ୟପଟେ ଆସନ୍ତା ୮ ତାରଖ ଦିନ ସୁପ୍ରିମକୋର୍ଟ ରେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର ସଭାପତି ହାଜର ହେବେ ବୋଲି ସଭାପତି ପ୍ରତିକ୍ରିୟା ରଖିଛନ୍ତି।

ବାଇଟ - ଗୋପାଳ କୃଷ୍ଣ ମହାନ୍ତି,ସଭାପତି ହାଇକୋର୍ଟ ବାର।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.