ETV Bharat / state

ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ - ଛତ୍ରବଜାର ରୋଡ଼ ମ୍ୟାପ

ଏସସିବି ସଂଯୋଗୀକରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଏବେ ମାତୃଭବନ ଓ ଛତ୍ରବଜାର ରୋଡ଼ ମ୍ୟାପ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଅଧିକ ପଢନ୍ତୁ:

ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ

author img

By

Published : Nov 20, 2020, 2:52 PM IST

କଟକ: ଏସସିବି ସଂଯୋଗୀକରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ରୋଡ଼ 3 ଲେନରେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଏବେ ମାତୃଭବନ ଓ ଛତ୍ରବଜାର ରୋଡ଼ ମ୍ୟାପ ପାଇଁ ଜାରି ରହିଛି ଉଚ୍ଛେଦ ।

ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ

ତେବେ ଏହାରି ଭିତରେ ବସିଥିଲା ଗୋଟିଏ ବୈଠକ ଯେଉଁଥିରେ ଛତ୍ର ବଜାର ବ୍ୟବସାୟୀ ସଂଘ ଓ ମହାନଗର ନିଗମ ମଧ୍ୟରେ ହୋଇଥିଲା ପୁଙ୍ଖାନୁପୁଙ୍ଖ ଆଲୋଚନା । କେଉଁ ଗାଇଡଲାଇନ ଆଧାରରେ ବ୍ୟବସାୟୀମାନେ ବ୍ୟବସାୟ କରିବେ । ଭାରିଯାନ କେତେ ସମୟ ପର୍ଯ୍ୟନ୍ତ ଛତ୍ରବଜାରରେ ରହି ପାରିବ । ଏହାବ୍ୟତୀତ କେତେ ସମୟ ବ୍ୟବସାୟୀମାନେ ଟ୍ରାକରେ ବ୍ୟବସାୟ କରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.